ଟାଣିନେଲା କୁମ୍ଭୀର

Ordigital Desk
  • Published: Wednesday, 21 February 2018
  • , Updated: 21 February 2018, 01:38 PM IST
<p>କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କଣ୍ଡିରା ଗାଁରେ କୁମ୍ଭୀର ଆକ୍ରମଣରେ&nbsp; ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯୁବକ ଜଣକ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>ପାଟଶାଳା ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଯୁବକଙ୍କୁ ପାଣି ଭିତରକୁ କୁମ୍ଭୀର ଟାଣି ନେଇଥିଲା। କୌଣସି ପ୍ରକାରେ ଯୁବକ ଜଣକ କୁମ୍ଭୀର ନିକଟରୁ ଖସି ଆସିଥିଲେ।</p>

Related story