କଟକରେ ବୀଭତ୍ସ ହତ୍ୟାକାଣ୍ଡ: ଫୋନ୍ କରି ଡାକିଲେ, ମାରିଦେଲେ

କଟକ(ଓଡ଼ିଶା ରିପୋର୍ଟର): କଟକରେ ବୀଭତ୍ସ ହତ୍ୟାକାଣ୍ଡ । ଘରୁ ଡାକିନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ବିରୁପା ପୋଲ ତଳୁ ସଂପୃକ୍ତ ଯୁବକଙ୍କ କ୍ଷତାକ୍ତ ମୃତଦେହ ମିଳିଛି। ମୃତ ଯୁବକ ଚୌଦ୍ୱାର କପାଳେଶ୍ୱର ଅଞ୍ଚଳର ନିର୍ଝରା ବେହେରା।

ଅଭିଯୋଗ ଅନୁଯାୟୀ, ନିର୍ଝରା ଘରେ ଥିବା ବେଳେ ଏକ ଫୋନ କଲ ଆସିଥିଲା।  କିଛି ବନ୍ଧୁ ଫୋନ କରି ଦେଖାକରିବା ପାଇଁ ରାତି ପ୍ରାୟ ୧୧ଟା ୩୦ରେ ଡାକିଥିଲେ। ତେବେ ସେ ଘରୁ ବାହାରି ଆସିଥିଲେ ସତ ରାତିରେ ଆଉ ଘରକୁ ଫେରି ନ ଥିଲେ।  ଆଜି ଭୋରରୁ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା।  ଏନେଇ ପୋଲିସ ତନାଘନା ଆରମ୍ଭ କରିଛି।  ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନି।

Ordigital Desk
• Published: Monday, 08 January 2018
• Updated: 08 January 2018, 01:50 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକରେ ବୀଭତ୍ସ ହତ୍ୟାକାଣ୍ଡ । ଘରୁ ଡାକିନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ବିରୁପା ପୋଲ ତଳୁ ସଂପୃକ୍ତ ଯୁବକଙ୍କ କ୍ଷତାକ୍ତ ମୃତଦେହ ମିଳିଛି। ମୃତ ଯୁବକ ଚୌଦ୍ୱାର କପାଳେଶ୍ୱର ଅଞ୍ଚଳର ନିର୍ଝରା ବେହେରା।

ଅଭିଯୋଗ ଅନୁଯାୟୀ, ନିର୍ଝରା ଘରେ ଥିବା ବେଳେ ଏକ ଫୋନ କଲ ଆସିଥିଲା।  କିଛି ବନ୍ଧୁ ଫୋନ କରି ଦେଖାକରିବା ପାଇଁ ରାତି ପ୍ରାୟ ୧୧ଟା ୩୦ରେ ଡାକିଥିଲେ। ତେବେ ସେ ଘରୁ ବାହାରି ଆସିଥିଲେ ସତ ରାତିରେ ଆଉ ଘରକୁ ଫେରି ନ ଥିଲେ।  ଆଜି ଭୋରରୁ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା।  ଏନେଇ ପୋଲିସ ତନାଘନା ଆରମ୍ଭ କରିଛି।  ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos