କଟକରେ ଅଛନ୍ତି ସର୍ବାଧିକ ଭିକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିକାରୀ ତାଲିକାରେ ଆଗରେ ଅଛି କଟକ ଜିଲ୍ଲା। ଆଉ ଏହି ତାଲିକର ସବୁଠୁ ତଳେ ରହିଛି ଦେବଗଡ଼ ଜିଲ୍ଲା। କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ ଜଣ ଭିକାରୀ ଅଛନ୍ତି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ସେ କହିଛନ୍ତି-“ରାଜ୍ୟରେ ମୋଟ ୬,୩୯୦ ଭିକାରୀ ଚିହ୍ନଟ ହୋଇଛନ୍ତି। ତାଲିକାରେ କଟକ ପ୍ରଥମ ସ୍ଥାନରେ ଥିବା ବେଳେ ବଲାଙ୍ଗିର ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି। ବଲାଙ୍ଗିର ଜିଲ୍ଲାରେ ୭୦୮ ଜଣ ଭିକାରୀ ଅଛନ୍ତି। […]

lakshim-1

lakshim-1

Manoranjan Sial
  • Published: Saturday, 27 July 2019
  • Updated: 27 July 2019, 01:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିକାରୀ ତାଲିକାରେ ଆଗରେ ଅଛି କଟକ ଜିଲ୍ଲା। ଆଉ ଏହି ତାଲିକର ସବୁଠୁ ତଳେ ରହିଛି ଦେବଗଡ଼ ଜିଲ୍ଲା। କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ ଜଣ ଭିକାରୀ ଅଛନ୍ତି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା।

ସେ କହିଛନ୍ତି-“ରାଜ୍ୟରେ ମୋଟ ୬,୩୯୦ ଭିକାରୀ ଚିହ୍ନଟ ହୋଇଛନ୍ତି। ତାଲିକାରେ କଟକ ପ୍ରଥମ ସ୍ଥାନରେ ଥିବା ବେଳେ ବଲାଙ୍ଗିର ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି। ବଲାଙ୍ଗିର ଜିଲ୍ଲାରେ ୭୦୮ ଜଣ ଭିକାରୀ ଅଛନ୍ତି। ସେହିପରି ମୟୂରଭଂଜ ଜିଲ୍ଲାରେ ୪୮୫ଜଣ, ଗଞ୍ଜାମରେ ୪୫୮, ପୁରୀରେ ୧୨୦, ଦେବଗଡ଼ ୧୬, ବୌଦ୍ଧରେ ୧୯ ଓ ମାଲକାନଗିରି ଜିଲ୍ଲାରେ ୨୧ ଜଣ ଭିକାରୀ ଅଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos