କଟକ ଯୁବତୀ ପର୍ତ୍ତୁଗାଲରୁ ନିଖୋଜ

କଟକ(ଓଡ଼ିଶା ରିପୋର୍ଟର): ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଇଥିବା ଯୁବତୀ ପର୍ତ୍ତୁଗାଲରୁ ନିଖୋଜ ହୋଇଯାଇଛନ୍ତି। ୩ ମାସରୁ ଊର୍ଦ୍ଧ୍ୱ ହେବ ପରିବାର ଲୋକଙ୍କ ସହ ଯୋଗାଯୋଗ ନ ଥିବାରୁ ଝିଅକୁ ନେଇ ଆଶା ଆଶଙ୍କାରେ ଅଛନ୍ତି ପରିବାର ଲୋକେ। ଝିଅକୁ ଠାବ କରିବା ପାଇଁ ପୁଲିସ୍‌ରେ ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି। ହେଲେ ଝିଅର କୌଣସି ପତ୍ତା  ପାଇପାରୁ ନ ଥିବାରୁ ପରିବାର ଲୋକେ ଧୈର୍ଯ୍ୟହରା ହୋଇ ପଡ଼ିଛନ୍ତି। ନିଖୋଜ ଯୁବତୀଙ୍କ ଘର […]

missing-1-1

missing-1-1

Niharika Rout
  • Published: Thursday, 11 June 2020
  • Updated: 11 June 2020, 09:12 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଇଥିବା ଯୁବତୀ ପର୍ତ୍ତୁଗାଲରୁ ନିଖୋଜ ହୋଇଯାଇଛନ୍ତି। ୩ ମାସରୁ ଊର୍ଦ୍ଧ୍ୱ ହେବ ପରିବାର ଲୋକଙ୍କ ସହ ଯୋଗାଯୋଗ ନ ଥିବାରୁ ଝିଅକୁ ନେଇ ଆଶା ଆଶଙ୍କାରେ ଅଛନ୍ତି ପରିବାର ଲୋକେ। ଝିଅକୁ ଠାବ କରିବା ପାଇଁ ପୁଲିସ୍‌ରେ ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି। ହେଲେ ଝିଅର କୌଣସି ପତ୍ତା  ପାଇପାରୁ ନ ଥିବାରୁ ପରିବାର ଲୋକେ ଧୈର୍ଯ୍ୟହରା ହୋଇ ପଡ଼ିଛନ୍ତି।

ନିଖୋଜ ଯୁବତୀଙ୍କ ଘର କଟକ ପୁରୀଘାଟ ଅଞ୍ଚଳରେ ହୋଇଥିବା ବେଳେ ଏନେଇ ପରିବାର ଲୋକେ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି।  ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିବା ସହ ପର୍ତ୍ତୂଗାଲ ଦୂତାବାସ, ପୁଲିସ୍‌ ସହ ଯୋଗାଯୋଗ କରିଛି। ହେଲେ ଏ ଯାଏ କୌଣସି ଉତ୍ତର ମିଳି ନ ଥିବା ଜଣାଇଛନ୍ତି କଟକ ଡିସିପି।

ନିଖୋଜ ଯୁବତୀଙ୍କ ପରିବାର ଲୋକଙ୍କ ସୂଚନା ମୁତାବକ,  ଉଚ୍ଚିଶକ୍ଷା ଲାଗି ଝିଅ ସ୍ପେନର ବାର୍ସିଲୋନା ଯାଇଥିଲେ । ସେଠାରେ ଏମଏସସି ପଢୁଥିବା ସମୟରେ ହଠାତ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା । ଏହି ସମୟରେ କୌଣସି ଏକ କାମରେ ସେ ପର୍ତ୍ତୁଗାଲ ଯାଇଥିଲେ । ତା’ ପରଠାରୁ ସମ୍ପୃକ୍ତ ଯୁବତୀଙ୍କ କୌଣସି ପତ୍ତା ମିଳିପାରୁନାହିଁ ।

ଟଙ୍କା ଉଠାଣ ଓ ଇମେଲର ଶେଷ ଜବାବରେ ନିଖୋଜ  ଯୁବତୀଜଣଙ୍କ ପର୍ତ୍ତୁଗାଲ  ହିଁ ଯାଇଥିବା ଜଣାପଡିଛି । ଫେବୃୟାରୀ ୨୭ ତାରିଖରେ ଝିଅ ସହ ଶେଷ ଥର ପାଇଁ ପରିବାର ଲୋକେ କଥା ହୋଇଥିଲେ। ଏହାପରଠାରୁ ଝିଅକୁ ଯୋଗାଯୋଗ ହୋଇପାରୁ ନ ଥିବା କହିଛନ୍ତି ତାଙ୍କ ବାପା ।

ସବୁଠି ନିରାଶ ହେବା ପରେ ନିଖୋଜ ଝିଅକୁ ଠାବ କରିବା ପାଇଁ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତ ଷଡଙ୍ଗୀଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ନିଖୋଜ ଯୁବତୀଙ୍କ ଅସହାୟ ବାପା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story