କଟକ: ମହାନଦୀରେ ବୁଡି ଜଣେ ମୃତ, ଅନ୍ୟ ଜଣେ ନିଖୋଜ

କଟକ: ମହାନଦୀର ଗଡ଼ଗଡ଼ିଆ ଘାଟରେ ବୁଡି ନିଖୋଜ ହୋଇ ଯାଇଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ଆଜି ଷୋଳ ପୁଅମା ଘଟ ବିସର୍ଜନ ବେଳେ ତେଲୁଗୁ ସମ୍ପ୍ରଦାୟର ଦୁଇ ଜଣ ଯୁବକ ନଦୀରେ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରାଯାଇଥିଲା। ଅପରାହ୍ନରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଚାଲିଛି।

cuttack

Rakesh Mallick
  • Published: Sunday, 02 October 2016
  • , Updated: 02 October 2016, 05:19 PM IST

କଟକ: ମହାନଦୀର ଗଡ଼ଗଡ଼ିଆ ଘାଟରେ ବୁଡି ନିଖୋଜ ହୋଇ ଯାଇଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି।

ଆଜି ଷୋଳ ପୁଅମା ଘଟ ବିସର୍ଜନ ବେଳେ ତେଲୁଗୁ ସମ୍ପ୍ରଦାୟର ଦୁଇ ଜଣ ଯୁବକ ନଦୀରେ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରାଯାଇଥିଲା। ଅପରାହ୍ନରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଚାଲିଛି।

Related story