କଟକ: ନାବାଳକର ଅସ୍ୱାଭାବିକ ମୃତ୍ୟୁ

କଟକ: କଟକ ଜିଲ୍ଲା ଫୁଲନଖରାର ନୂଆ କାଚରାମାଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ହସପିଟାଲ ନେବାବେଳେ ତା’ର ମୃତ୍ୟୁ ଘଟିଛି। ପାରିବାରିକ ଶତ୍ରୁତାକୁ ନେଇ ନାବାଳକକୁ  ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା  ଲାଗି ରହିଛି।

boy,,,

Rakesh Mallick
  • Published: Saturday, 18 June 2016
  • , Updated: 18 June 2016, 12:48 PM IST

Related story