କଟକ: ପାଥୋଲାବ ଓ କ୍ଲିନିକ୍ ଉପରେ ଚଢାଉ

କଟକ: କଟକ ସହରର କେତେକ ପାଥୋଲାବ୍ ଓ କ୍ଲିନିକ୍ ଉପରେ ସୋମବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଡିଏମ୍ଇଟି ପକ୍ଷରୁ ହୋଇଥିବା ଏହି ଚଢାଉରେ ବେଆଇନ୍ ଭାବେ ଚାଲିଥିବା ଏକ ପାଥୋଲାବ୍ ଓ ଘରୋଇ ହସ୍ପିଟାଲ୍ ସିଲ୍ କରାଯାଇଛି । ସେହିପରି କେତେକ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଉପରେ ମଧ୍ୟ ଚଢ଼ାଉ କରାଯାଇଥିଲା ।

ctc

Rakesh Mallick
  • Published: Monday, 29 June 2015
  • , Updated: 30 June 2015, 05:05 AM IST

Related story