କଟକରେ ମାଞ୍ଜା ସୂତାରେ ଗୁଡ଼ି ଉପରେ କଟକଣା

କଟକ: କଟକରେ ମାଞ୍ଜା ସୂତାରେ ଗୁଡ଼ି ଉପରେ କଟକଣା ଜାରି କରାଯାଇଛି। ସିଏମସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଗୁଡ଼ି ଦୋକାନ ଉପରେ ଚଢ଼ାଉ ହୋଇଛି। ଏଥିସହ ଛାତ ଉପରେ ଗୁଡ଼ି ଉଡ଼ାଉଥିବା ବ୍ୟକ୍ତି ଓ ପିଲାମାନଙ୍କୁ ମଧ୍ୟ ବାରଣ କରାଯାଇଛି। କିଛି ସ୍ଥାନରୁ ମଧ୍ୟ ମାଞ୍ଜା ସୂତା ଜବତ କରାଯାଇଛି। କଟକଣା ନମାନି ମାଞ୍ଜା ସୂତା ବିକିଲେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି  କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି।  

kite

Rakesh Mallick
  • Published: Saturday, 14 January 2017
  • , Updated: 14 January 2017, 08:12 PM IST

Related story