କଟକ ସ୍ୱରାଜ ଆଶ୍ରମ ବୁଲି ଦେଖିଲେ ରାହୁଲ ଗାନ୍ଧି

କଟକ : କଟକ ଶିଶୁ ଭବନ ପରିଦର୍ଶନ ପରେ ଐତିହାସିକ ସ୍ୱରାଜ ଆଶ୍ରମ ବୁଲି ଦେଖିଥିଲେ ରାହୁଲ ଗାନ୍ଧି। ସେଠାରେ ସେ ପ୍ରଥମେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସେଠାରେ ରହିଥିବା ବାପୁଙ୍କ ସ୍ମୃତି ସନ୍ତକ ବୁଲି ଦେଖିଥିଲେ। ଏଥିସହ ବାପୁଙ୍କ ଓଡ଼ିଶା ରହଣି ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କ ସହ ପିସିସି ସଭାପତି, ବିରୋଧୀଦଳ ନେତା ଓ କଟକ ନଗର କଂଗ୍ରେସ ସଭାପତି ସାମିଲ ହୋଇଥିଲେ

vlcsnap-2015-09-11-14h13m50s461

Rakesh Mallick
  • Published: Friday, 11 September 2015
  • , Updated: 11 September 2015, 08:58 AM IST

Related story