ସ୍ମାର୍ଟ ଟ୍ରାକରେ ଗଡ଼ିବ ସ୍ମାର୍ଟ ସାଇକେଲ, ରାଜଧାନୀବାସୀଙ୍କୁ ୩୦ ମିନିଟ୍‌ ମାଗଣା

ଭୁବନେଶ୍ୱର (ଓଡ଼ିଶା ରପୋର୍ଟର): ଭୁବନେଶ୍ୱରର ସ୍ମାର୍ଟ ଟ୍ରାକରେ ଗଡ଼ିବ ସ୍ମାର୍ଟ ସାଇକେଲ। ସେଥିପାଇଁ ସାଇକେଲ ଟ୍ରାକ୍‌ ଗୁଡିକୁ ନାଲି ରଙ୍ଗରେ ରଙ୍ଗାୟିତ କରାଯାଉଛି। ସ୍ମାର୍ଟ ସାଇକେଲ ସେବା ପାଇଁ ୩ଟି କମ୍ପାନୀ ସହିତ ହୋଇଛି ଚୁକ୍ତି। ରାଜଧାନୀବାସୀଙ୍କୁ ପ୍ରଥମ ୩୦ ମିନିଟ୍‌ ମାଗଣାରେ ଏହି ସାଇକେଲ୍‌ ଚଲାଇପାରିବେ। ରାସ୍ତାକୁ ବିଭକ୍ତିକରଣ କରାନଯାଇ ୩ ଫୁଟ ଚୌଡ଼ାରେ ନାଲି ରଙ୍ଗର ଟ୍ରାକ ବିଛାଯାଇଛି। ତା’ ଉପରେ ନଭେମ୍ବର ୨୬ରୁ ଗଡ଼ିବ ସାଇକେଲ। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି […]

cycle

cycle

Manoranjan Sial
  • Published: Saturday, 24 November 2018
  • Updated: 24 November 2018, 07:05 PM IST

ଭୁବନେଶ୍ୱର (ଓଡ଼ିଶା ରପୋର୍ଟର): ଭୁବନେଶ୍ୱରର ସ୍ମାର୍ଟ ଟ୍ରାକରେ ଗଡ଼ିବ ସ୍ମାର୍ଟ ସାଇକେଲ। ସେଥିପାଇଁ ସାଇକେଲ ଟ୍ରାକ୍‌ ଗୁଡିକୁ ନାଲି ରଙ୍ଗରେ ରଙ୍ଗାୟିତ କରାଯାଉଛି। ସ୍ମାର୍ଟ ସାଇକେଲ ସେବା ପାଇଁ ୩ଟି କମ୍ପାନୀ ସହିତ ହୋଇଛି ଚୁକ୍ତି। ରାଜଧାନୀବାସୀଙ୍କୁ ପ୍ରଥମ ୩୦ ମିନିଟ୍‌ ମାଗଣାରେ ଏହି ସାଇକେଲ୍‌ ଚଲାଇପାରିବେ।

ରାସ୍ତାକୁ ବିଭକ୍ତିକରଣ କରାନଯାଇ ୩ ଫୁଟ ଚୌଡ଼ାରେ ନାଲି ରଙ୍ଗର ଟ୍ରାକ ବିଛାଯାଇଛି। ତା’ ଉପରେ ନଭେମ୍ବର ୨୬ରୁ ଗଡ଼ିବ ସାଇକେଲ। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଟ୍ରାକରେ ସାଇକେଲର ସିମ୍ବଲ ବି ଦିଆଯାଇଛି। ଏହି ନୂଆ ସେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ୧୪୦୦ ସାଇକେଲ। ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାକୁ ଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ହଜାରେ ସାଇକେଲ ଗଡ଼ିବ। ସାଇକେଲ ଷ୍ଟାଣ୍ଡ ପାଇଁ ୧୨୦ଟି ସ୍ଥାନ ଚିହ୍ନଟ କରିଛି ବିଏମ୍‌ସି। ଖୁବ୍ ଶୀଘ୍ର ଏନେଇ ‘ମୋ ସାଇକେଲ୍’ ନାଁରେ ଏକ ଆପ୍‌ ମଧ୍ୟ ଲୋକାର୍ପିତ ହେବ ବୋଲି ବିଏମ୍‌ସି କମିଶନର କ୍ରିଷନ କୁମାର ସୂଚନା ଦେଇଛନ୍ତି।

ସେପଟେ ୟୁଲୁ, ୟାନା ଓ ହେକ୍ସି ଭଳି ୩ଟି କମ୍ପାନୀ ସହିତ ଅନୁବନ୍ଧିତ ହୋଇଛି ସ୍ମାର୍ଟ ସିଟି ଭୁବନେଶ୍ୱର।  ସାଇକେଲ ଚଲାଇବାକୁ ହେଲେ ମାସିକ ୧୦୦ ଟଙ୍କାରେ ମେମ୍ବରସିପ୍ ଗ୍ରହଣ କରିହେବ। ରାଜଧାନୀବାସୀଙ୍କୁ ପ୍ରଥମ ୩୦ ମିନିଟ ମାଗଣାରେ ସାଇକେଲ ଚଲାଇବାର ସୁଯୋଗ ମିଳିବ। ତେବେ ୨୬ରେ ଏହାର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାଜଧାନୀରେ ସମ୍ପୂର୍ଣ୍ଣ ହୋଇନି ଟ୍ରାକ ନିର୍ମାଣ। କେଉଁଠି ମୁଖ୍ୟ ରାସ୍ତାକୁ ସଙ୍କୁଚିତ କରି ନାଲି ରଙ୍ଗ ଦିଆଯାଇଛି ତ ଆଉ କେଉଁଠି ଜବରଦଖଲରେ ରହିଛି ଟ୍ରାକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story