ଦାଦାବଟି ଆଦାୟ ଓ ଟେଣ୍ଡର ଫିକ୍ସିଂ ମାମଲା ଧଳସାମନ୍ତ ଭ୍ରାତା କୋର୍ଟରେ ହାଜର
କଟକ (ଓଡ଼ିଶା ରିପୋର୍ଟର): ଦାଦାବଟି ଆଦାୟ ଓ ଟେଣ୍ଡର ଫିକ୍ସିଂ ମାମଲାରେ ଧଳସାମନ୍ତ ଭ୍ରାତା ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଆଜି କଟକ ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ଏହାସହ ସେମାନଙ୍କ ୩୫ ଜଣ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। ଦାଦାବଟି ଓ ଟେଣ୍ଡର ଫିକ୍ସିଂ ବ୍ୟତୀତ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ୩୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

https://www.youtube.com/watch?v=k56HBu921R8