ନିଜ ଜିଲ୍ଲାରେ ପରୀକ୍ଷା ଦେବେ D.El.Ed ପରୀକ୍ଷାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଜିଲ୍ଲାରେ ପରୀକ୍ଷା ଦେବେ D.El.Ed (Diploma in Elementary Education) ପରୀକ୍ଷାର୍ଥୀ । ସେମାନେ  ଡି.ଆ ଇ.ଇ.ଟି ମାଧ୍ୟମରେ ଆବେଦନ କରି ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ  । ଅନଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି ପରେ  ଭିତ୍ତିଭୂମି ଅଭାବରୁ ନିଜ ଜିଲ୍ଲାରେ ଅଫଲାଇନ୍‌ରେ  ପରୀକ୍ଷା  କରିବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । କୋଭିଡ୍ ଗାଇଡ୍ ଲାଇନ୍ ପାଳନ ସହ ପରୀକ୍ଷା ଅନୁଷ୍ଠିତ ହେବ ।  ରାଜ୍ୟରେ ମୋଟ୍  ୮୦ […]

exam

exam

Niharika Rout
  • Published: Tuesday, 13 October 2020
  • Updated: 13 October 2020, 10:43 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଜିଲ୍ଲାରେ ପରୀକ୍ଷା ଦେବେ D.El.Ed (Diploma in Elementary Education) ପରୀକ୍ଷାର୍ଥୀ । ସେମାନେ  ଡି.ଆ ଇ.ଇ.ଟି ମାଧ୍ୟମରେ ଆବେଦନ କରି ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ  । ଅନଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି ପରେ  ଭିତ୍ତିଭୂମି ଅଭାବରୁ ନିଜ ଜିଲ୍ଲାରେ ଅଫଲାଇନ୍‌ରେ  ପରୀକ୍ଷା  କରିବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

କୋଭିଡ୍ ଗାଇଡ୍ ଲାଇନ୍ ପାଳନ ସହ ପରୀକ୍ଷା ଅନୁଷ୍ଠିତ ହେବ ।  ରାଜ୍ୟରେ ମୋଟ୍  ୮୦ ଟି ସେଣ୍ଟର ମଧ୍ୟରୁ ଛାତ୍ରଛାତ୍ରୀ ଯେଉଁଠି ପରୀକ୍ଷା ଦେବାକୁ ଚାହିଁବେ ସେଠି ଦେଇ ପାରିବେ । ନିଜେ ପଢୁଥିବା ସ୍କୁଲରେ ଆପ୍ଲିକେସନ ଦେଇ ପରୀକ୍ଷା ଦେବେ ।  ଏ ନେଇ ଖୁବ୍ ଶୀଘ୍ର  ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବ  । କ୍ୟାମ୍ପସ କିମ୍ବା  ହଷ୍ଟେଲରେ ରହିବା ପାଇଁ ସୁବିଧା ଦିଆଯିବ । ଚଳିତଥର ୪୦ ନମ୍ବରରେ ପରୀକ୍ଷା କରାଯାଉଥିବାରୁ ଡମି ପ୍ରଶ୍ନପତ୍ର ଢାଞ୍ଚାରେ ପ୍ରଶ୍ନପାତ୍ର ଦିଅଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story