ଡି’ ଲିଙ୍କ: ସ୍କ୍ରାପ ବ୍ୟବସାୟୀ ବାଇଧର ସାହୁ ନିଖୋଜ ମାମଲାର ପୁନଃ ତଦନ୍ତ ଆରମ୍ଭ

କଟକ: ଡି’ ବ୍ରଦର୍ସ ଲିଙ୍କ ନେଇ ସ୍କ୍ରାପ ବ୍ୟବସାୟୀ ବାଇଧର ସାହୁ ନିଖୋଜ ମାମଲାର ପୁନଃ ତଦନ୍ତ କମିଶନରେଟ୍‌ ପୋଲିସ ଆରମ୍ଭ କରିଛି। ୨୦୦୫ରେ ବାଇଧର ନିଖୋଜ ହୋଇ ହୋଇଯାଇଥିଲେ। ଡି’ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଭୋଳା ଭଗତକୁ ଜେରା ବେଳେ ମିଳିଥିବା ତଥ୍ୟକୁ ଆଧାର କରି ପୋଲିସ ଏହି ମାମଲାକୁ ପୁଣି ଥରେ ଖୋଲିଛି। ବାଇଧର ସହ ମିଶି ଭରତ ଭୂଷଣ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ସ୍କ୍ରାପ ବ୍ୟବସାୟ କରୁଥିଲା। ପୂର୍ବରୁ ଭରତକୁ କମିଶନରେଟ୍‌ […]

d-brothers

Rakesh Mallick
  • Published: Friday, 25 March 2016
  • , Updated: 25 March 2016, 02:33 PM IST

କଟକ: ଡି’ ବ୍ରଦର୍ସ ଲିଙ୍କ ନେଇ ସ୍କ୍ରାପ ବ୍ୟବସାୟୀ ବାଇଧର ସାହୁ ନିଖୋଜ ମାମଲାର ପୁନଃ ତଦନ୍ତ କମିଶନରେଟ୍‌ ପୋଲିସ ଆରମ୍ଭ କରିଛି। ୨୦୦୫ରେ ବାଇଧର ନିଖୋଜ ହୋଇ ହୋଇଯାଇଥିଲେ। ଡି’ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଭୋଳା ଭଗତକୁ ଜେରା ବେଳେ ମିଳିଥିବା ତଥ୍ୟକୁ ଆଧାର କରି ପୋଲିସ ଏହି ମାମଲାକୁ ପୁଣି ଥରେ ଖୋଲିଛି।

ବାଇଧର ସହ ମିଶି ଭରତ ଭୂଷଣ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ସ୍କ୍ରାପ ବ୍ୟବସାୟ କରୁଥିଲା। ପୂର୍ବରୁ ଭରତକୁ କମିଶନରେଟ୍‌ ପୋଲିସ ଜେରା କରି ସାରିଛି।

Related story