ଦକ୍ଷତା ବିକାଶ ସବ୍-ଗ୍ରୁପ୍ ବୈଠକ: ଓଡ଼ିଶାରୁ ଯୋଗ ଦେଲେ ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ

ଭୁବନେଶ୍ୱର: ସ୍କିଲ୍ ଡେଭଲପ୍ମେଣ୍ଟ ବା ଦକ୍ଷତା ବିକାଶ ପାଇଁ ଗଠିତ ମୁଖ୍ୟମନ୍ତ୍ରୀମାନଙ୍କ ଦ୍ୱିତୀୟ ସବ୍-ଗ୍ରୁପ୍ ବୈଠକ ଆଜି ଛତିଶଗଡ଼ରେ ଅନୁଷ୍ଠିତ ହୋଇଛି। ପଞ୍ଜ।ବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦକ୍ଷତା ବିକାଶ ନେଇ ପୂର୍ବରୁ ପ୍ରସ୍ତୁତ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଏଥିରେ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଯୋଗ ଦେଇଥିଲେ। ଓଡ଼ିଶା ପକ୍ଷରୁ ବୈଠକରେ ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଂଜୟ ଦାସବର୍ମା ଯୋଗ ଦେଇଥିଲେ।

sanjay

Rakesh Mallick
  • Published: Sunday, 07 June 2015
  • , Updated: 07 June 2015, 02:19 PM IST

Related story