ଦଳୀୟ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ

ଭୁବନେଶ୍ୱର: ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ପାଜେରୋ ବିବାଦକୁ ନେଇ ବିଜେଡି ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁ ରାଜନୀତିରେ ମୁଖ୍ୟମନ୍ତ୍ରୀ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରିଛନ୍ତି। ଦଳୀୟ ଶୃଙ୍ଖଳା ବଜାୟ ରଖିବାକୁ ଆଜି ସହଯୋଗୀ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ତାଗିତ କରିଛନ୍ତି। ଦଳର ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି, “ମନ୍ତ୍ରୀମାନେ କେବଳ ନିଜ ବିଭାଗ ସମ୍ପର୍କରେ ମତ ରଖି ପାରିବେ। ଅନ୍ୟ କିଛି ଥିଲେ ମୁଖପାତ୍ରମାନେ ହିଁ ମତ ରଖିବେ। ମନ୍ତ୍ରୀମାନେ ବିଭାଗ ବାହାରେ […]

cm

Rakesh Mallick
  • Published: Tuesday, 19 April 2016
  • , Updated: 20 April 2016, 03:40 AM IST

ଭୁବନେଶ୍ୱର: ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ପାଜେରୋ ବିବାଦକୁ ନେଇ ବିଜେଡି ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁ ରାଜନୀତିରେ ମୁଖ୍ୟମନ୍ତ୍ରୀ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରିଛନ୍ତି। ଦଳୀୟ ଶୃଙ୍ଖଳା ବଜାୟ ରଖିବାକୁ ଆଜି ସହଯୋଗୀ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ତାଗିତ କରିଛନ୍ତି।

ଦଳର ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି, “ମନ୍ତ୍ରୀମାନେ କେବଳ ନିଜ ବିଭାଗ ସମ୍ପର୍କରେ ମତ ରଖି ପାରିବେ। ଅନ୍ୟ କିଛି ଥିଲେ ମୁଖପାତ୍ରମାନେ ହିଁ ମତ ରଖିବେ। ମନ୍ତ୍ରୀମାନେ ବିଭାଗ ବାହାରେ କୌଣସି ବିଷୟରେ ମତ ନ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।”

Related story