ଦାମ ବାବୁ ଓ ସୁବିଧାବାଦୀ ରାଜନୀତି

ତାପସ ରଞ୍ଜନ ବେହେରା ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିନ । ଆଜି ତାଙ୍କ ଜନ୍ମଦିନ ପାଳିବା ପାଇଁ ଦଳୀୟ ନେତାମାନେ କେତେ କଣ ଯୋଜନା କରିଥିଲେ।  କେତେ କଣ ଗିଫ୍ଟ ଆସିଥାନ୍ତା । ନବୀନ ନିବାସ ସମ୍ମୁଖରେ ଫୁଲ ତୋଡ଼ାର ଧାଡ଼ି ଜମିଥାନ୍ତା । ଗଳାଫଟା ଚିକ୍ରାରରେ ନବୀନ ଜୀନ୍ଦାବାଦ ଧ୍ୱନିରେ କମ୍ପିଥାନ୍ତା । ହସ,ଖୁସି, ମଉଜ ଏମିତି କେତେ କ’ଣ ହୋଇଥାନ୍ତା । ହେଲେ ଗତକାଲି ଅପରାହ୍ନରେ ନବୀନ ଯେଉଁ ଖବରଟି […]

5432-1

5432-1

Tapas Behera
  • Published: Wednesday, 16 October 2019
  • Updated: 16 October 2019, 10:50 PM IST

Sports

Latest News

ତାପସ ରଞ୍ଜନ ବେହେରା

ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିନ । ଆଜି ତାଙ୍କ ଜନ୍ମଦିନ ପାଳିବା ପାଇଁ ଦଳୀୟ ନେତାମାନେ କେତେ କଣ ଯୋଜନା କରିଥିଲେ।  କେତେ କଣ ଗିଫ୍ଟ ଆସିଥାନ୍ତା । ନବୀନ ନିବାସ ସମ୍ମୁଖରେ ଫୁଲ ତୋଡ଼ାର ଧାଡ଼ି ଜମିଥାନ୍ତା । ଗଳାଫଟା ଚିକ୍ରାରରେ ନବୀନ ଜୀନ୍ଦାବାଦ ଧ୍ୱନିରେ କମ୍ପିଥାନ୍ତା । ହସ,ଖୁସି, ମଉଜ ଏମିତି କେତେ କ'ଣ ହୋଇଥାନ୍ତା । ହେଲେ ଗତକାଲି ଅପରାହ୍ନରେ ନବୀନ ଯେଉଁ ଖବରଟି ଦେଲେ ତାହା ଦଳୀୟ ନେତା କର୍ମୀଙ୍କ ଉତ୍ସାହରେ ଫିକା ପକାଇଦେଲା । ଫୋନି କ୍ଷୟକ୍ଷିତି ପାଇଁ ନବୀନ ଆଜି ଜନ୍ମଦିନ ପାଳିବେନି ବୋଲି ଘୋଷଣା କରିଦେଲେ ।

ଯାହା ଦଳୀୟ ନେତାଙ୍କ ପାଇଁ ଦୁଃଖଦ ଖବର । କାରଣ ବିଜେଡିର ନେତା କର୍ମୀମାନେ ବିଚାର କରନ୍ତି ଯେ ନବୀନଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ପାଦଧୂଳି ନେଇ ତାଙ୍କର ସବୁଠାରୁ ଶ୍ରେଷ୍ଠ ଅନୁଗତ ଭାବେ ପରିଚିତ ହେବା ହିଁ ନବୀନଙ୍କ ପାଇଁ ହୋଇଥାନ୍ତା ସବୁଠାରୁ ଶ୍ରେଷ୍ଠ ଉପହାର । ତେବେ ସେ ଯା ହେଉନା କାହିଁକି ଆମ ମତରେ କିନ୍ତୁ ଆଜି ଭଳି ଦିନରେ ଫୋନି କ୍ଷିତିଗ୍ରସ୍ତଙ୍କ ପାଇଁ ନବୀନ ଶୋକରେ ବୁଡ଼ିଥିବା ବେଳେ ହଠାତ୍ ଦାମବାବୁ ବିଜେପି ଛାଡ଼ି ଯେଉଁ ଖବରଟି ଦେଲେ ତାହା ନବୀନ ବାବୁଙ୍କ ପାଇଁ ଶ୍ରେଷ୍ଠ ଉପହାରଠାରୁ କମ୍ ହୋଇନପାରେ । କାରଣ ବିଜେପି ଦାମଙ୍କୁ ଯେତେ କୋଣଠେସା କରୁକି ଅଣଦେଖା କରୁ ନବୀନଙ୍କ ଜନ୍ମଦିନରେ ଦାମ ବିଜେପି ଛାଡ଼ିବା ବିଜେଡି ପାଇଁ ଏକ ଭଲ ଖବର । ଅବଶ୍ୟ ଏହା ନବୀନଙ୍କର ଏହା ଆଉ ଏକ ଯୋଜନାବଦ୍ଧ ମାଷ୍ଟର ଗେମ୍ ବୋଲି କୁହାଯାଇପାରେ ।

କାରଣ ବିଜେପି ଛାଡ଼ିବାବେଳେ ନିଜ ଇସ୍ତଫା ପତ୍ରର ପ୍ରଥମ ଧାଡ଼ିରେ ଓଡ଼ିଶାର ଏହି ବର୍ଷିଆନ୍ ରାଜନେତା ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଦଳ କିମ୍ବା ନେତୃତ୍ୱ ବିରୋଧରେ ନୁହଁ, ବରଂ ସେ ଦାୟିତ୍ୱ ନେଇଥିବା କୃଷି, ସମବାୟ ଓ ଉଦ୍ୟାନ କୃଷି ବିଭାଗରେ ହୋଇଥିବା ଭ୍ରଷ୍ଟାଚାର ଓଜନସ୍ୱାର୍ଥ ବିରୋଧୀ ଦୁର୍ନୀତି ବିରୋଧରେ ମୁହଁ ଖୋଲିବା କାରଣରୁ ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ । ଇସ୍ତଫା ପତ୍ରରେ ଉଲ୍ଲେଖକରିନଥିଲେ ମଧ୍ୟ ଇସ୍ତଫା ପରର ପ୍ରତିକ୍ରିୟାରେ ଡାକ୍ତର ରାଉତ କହିଛନ୍ତି ଆଗକୁ ଯଦି ବିଜେଡ଼ି ତାଙ୍କୁ ଖୋଜେ ବା ଲୋଡ଼େ ସେ ସମୟ ଓ ସ୍ଥିତି ଦେଖି ନବୀନ ପଟ୍ଟନାୟକଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ନିଷ୍ପତ୍ତି ନେବେ । ସେପଟେ ବାପା ବିଜେପିକୁ ବାଏବାଏ କରିବାର କେହି ଘଣ୍ଟା ଭିତରେ ‘ଦାମସୁପୁତ୍ର’ ସମ୍ୱିତ୍ ଯେଉଁ ସବୁ କଥା କହିଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ଦାମଙ୍କୁ ବିଜେପିରୁ ଆଣିବା ପାଇଁ ନବୀନଙ୍କ ବିଜେଡିର ଯୋଜନା ସଫଳ ହୋଇଛି । ବିଜେଡିରୁ ବିଧାୟକ ହୋଇଥିବା ସମ୍ୱିତ କହିଛନ୍ତି ଯେ, ବାପାଙ୍କର ଆଦୌ ଇଚ୍ଛା ନଥିଲା । ବିଜେପି ବାଲା ଜବରଦସ୍ତ ନେଇ ମିଶାଇଥିଲେ । ହେଲେ ପ୍ରକୃତ କଥା କିନ୍ତୁ ସେୟା ନଥିଲା । ପ୍ରଥମେ ଦଳରେ ଥାଇ ଦଳ ବିରୋଧରେ ତୁଣ୍ଡ ଖୋଲିବାରୁ ତଡ଼ା ଖାଇବା ପରେ ଦାମ ବାବୁ  କ୍ଷମତା ବିନା ଅଣନିଃଶ୍ୱାସୀ ହୋଇପଡ଼ିଥିଲେ ।

ନିର୍ବାଚନ ବୈତରଣୀ ପାର ହେବାପାଇଁ ଦାମବାବୁ ବିଜେପି ଆସିଥିଲେ । ହେଲେ ଡଙ୍ଗା ବୁଡ଼ିଗଲା । ଆଉ ଏକ କଥା ହେଲା ନବୀନ ତାଙ୍କ ରାଜନୈତିକ କ୍ୟାରିଅରରେ ଆଜି ପର୍ଯ୍ୟନ୍ତ ତାଙ୍କ ବିରୋଧରେ ଯିଏ ପ୍ରତିଯୋଗୀ ଭାବେ ଉଭା ହୋଇ କଣ୍ଟା ହୋଇଛନ୍ତି ତାକୁ ସେ କଣ୍ଟାକୁ ଉପାଡ଼ି ଦେଇଛନ୍ତି । ସେ ନେତା ନିଜ ଦଳରେ ହେଉ କିମ୍ୱା ବିରୋଧୀ ଦଳରେ ହେଉ । କାହାକୁ ଲୋଭ, ମୋହ ଦେଖାଇ ହେଉ ଅବା କାହାକୁ ଦଳର ବାହାର ରାସ୍ତା ଦେଖାଇ ହେଉ ନବୀନ କେତେ ବଡ଼ ବଡ଼ ନେତାଙ୍କ କ୍ୟାରିୟରକୁ ବରବାଦ କରିଦେଇଛନ୍ତି । ଏହାର ଏକ ସର୍ବୋକୃଷ୍ଟ ଉଦାହରଣ ହୋଇପାରନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ନବୀନ ବାବୁ ଓଡ଼ିଶାର ଦାୟିତ୍ୱ ନେବା ପରେ ବିରୋଧୀ ନେତାଙ୍କ ସ୍ଥାନ ଯଦି କେହି ନେଇଥିଲା ସେ ହେଉଛି ସୌମ୍ୟ ପଟ୍ଟନାୟକଙ୍କ ଖବର କାଗଜ । ତାଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମର ସରକାର ବିରୋଧୀ ଶାଣିତ ସ୍ୱର ଏବଂ ସୌମ୍ୟ ବାବୁଙ୍କ ଆଭିମୁଖ୍ୟ ତାଙ୍କୁ ଜଣେ କଡା ସରକାର ବିରୋଧୀ ମୁହ ଭାବେ ପରିଚିତି ଦେଇଥିଲା । ଯାହା ଆଗାମୀ ପିଢ଼ି ପାଇଁ ଆଦର୍ଶ ଓ ପ୍ରେରଣା ଭାବେ ଉଭା ହୋଇଥିଲା । କଥା କଥାକେ ମଧୁବାବୁଙ୍କ ଉଦାହରଣ ଦେଇ ସ୍ୱାଭିମାନର ରାଣ ଖାଉଥିବା ସୌମ୍ୟ ବାବୁ ବି ଦିନେ ସ୍ୱାର୍ଥ ପାଇଁ ନିଜକୁ ବନ୍ଧା ପକାଇଦେଲେ, ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା ।

ଅବଶ୍ୟ ସୌମ୍ୟ ବାବୁ ବେପାରୀ ଲୋକ । ସେ ଏକ୍ଷେତ୍ରରେ ବେପାର ବାଣିଜ୍ୟର ଧର୍ମ ନିଭାଇଛନ୍ତି । ସେଥିରେ ତାଙ୍କର କୌଣସି ଭୁଲ ନାହିଁ । କିନ୍ତୁ ଯାହାବି ହେଉ ନବୀନ ବାବୁ ସୌମ୍ୟ ବାବୁଙ୍କୁ ମିଶାଇ ତାଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମକୁ ନେଇ ନିଜ ସପକ୍ଷରେ ପଚାର କରାଇ ଏହା ତାଙ୍କର ଆଉ ଏକ ଚମତ୍କାର ସଫଳତା ବୋଲି କୁହାଯାଇ ପାରିବ । ଯାହାର ଉଦାହଣ ଆଜି ବି ତାଙ୍କ ଖବରକାଗଜରେ ପ୍ରଥମ ପୃଷ୍ଠାରେ ଦେଖିବାକୁ ମିଳିଛି । ନବୀନ ଜନ୍ମଦିନ ପାଳିବେନି କହିବା ପରେ ମଧ୍ୟ ଆଜି ସେଇ ଖବରକାଗଜରେ ଯେଉଁ ଭଳି ପ୍ରଶଂସାର ତେଲରେ ଭସାଇ ଯେଉଁ ସରପ୍ରାଇଜ୍ ଦିଆଯାଇଛି ତାହା ବି ନବୀନ ନିଜେ ବି କେବେ ଆଶା କରିନଥିବେ । ଏବେ ଆସିବା ଦାମ ବାବୁଙ୍କ କଥାକୁ ।  ଦଳକୁ ସମସ୍ୟାରୁ ମୁକୁଳାଇବା ପାଇଁ ଦାମ ବାବୁ ଯେମିତି ଓକିଲାତି କରନ୍ତି ଦଳର ଭୁଲ ଭଟକାକୁ ସେମିତି ବେଫିକର ଭାବେ ବିଚ୍ ବଜାରରେ ମଧ୍ୟ ବଖାଣିଥାନ୍ତି ।  ତେଣୁ ଦାମଙ୍କର ତୁଣ୍ଡ ହେଉଛି ତାଙ୍କ ପାଇଁ ଥିଲା ଶ୍ରେଷ୍ଠ ସମ୍ପଦ । କେବଳ ତାଙ୍କ ପାଇଁ ନୁହଁ ତାଙ୍କ ତୁଣ୍ଡ ସାରା ରାଜ୍ୟ ପାଇଁ ହିତକର ଥିଲା ବୋଲି ଏନେକ ସମଯରେ ସରକାର ବିରୋଧୀ ଲୋକ ମନେ କରୁଥିଲେ ।

ଦିନେ ନିଜେ ଦାମ ବାବୁ କହିଥିଲେ ମୁଁ ସୌମ୍ୟ ପଟ୍ଟନାୟକ ନୁହଁ । ଦିନରେ ବସନ୍ତ ରାତିରେ ବାସନ୍ତି ହେବି । ହେଲେ ଗୋଟିଏ ବର୍ଷ ମଧ୍ୟରେ ବିଜୁ ଜନତା ଦଳ, ବିଜୁ ସମତା କ୍ରାନ୍ତି ଦଳ, ବିଜୁ କ୍ରାନ୍ତି ଦଳ ଓ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ପୁଣି ଥରେ ନିଜର ସ୍ୱାର୍ଥ ପାଇଁ ବିଜେଡି ଆଡ଼କୁ ଏକପ୍ରକାର ମୁହାଁଇବା ତାଙ୍କ ପାଇଁ ଗଣତନ୍ତ୍ର ଯେ ଏକ ନାଟକ ତାହା ବାସ୍ତବରେ ପ୍ରମାଣିତ କରିଦେଲେ  । ଦାମବାବୁ ଇସ୍ତଫାର କାରଣ ବୟସ, ଅଣଦେଖା, ଦଳରେ ଅଲୋଡ଼ା ବୋଲି ଯେତେ ଯାହା କହିଲେ ବି ସେ ଯେ ସ୍ୱାର୍ଥସର୍ବସ୍ୱ ଓ ସୁବିଧାବାଦୀ ରାଜନୀତି କରୁଛନ୍ତି, ତାହା ଆଉ ବୁଝିବାକୁ ଓଡ଼ିଶା ଲୋକଙ୍କର ବାକି ନାହିଁ ।  ସମସ୍ତେ ପ୍ରାୟ ଜାଣନ୍ତି ଯେ ଦାମବାବୁ ଅତୀତରେ ଅତି ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି ଲୋକମାନଙ୍କୁ ଆବେଗ ଓ ଭାବପ୍ରବଣତାରେ ବାନ୍ଧି ରଖିବା ପାଇଁ ତାଙ୍କ ଭଳି ବରିଷ୍ଠ, ବିଜ୍ଞ, ଚତୁର ଓଉଚ୍ଚଶିକ୍ଷିତ ରାଜନେତାମାନେ ରାଜନୀତି ନାଁରେ ନାଟକ ବା ଡ୍ରାମା କରନ୍ତି ।

ଆଜି ଦାମ ବାବୁ ବିଜେପି ଛାଡ଼ି ନବୀନଙ୍କ ଜନ୍ମ ଦିନରେ ତାଙ୍କୁ ଜଣେ ଭଲ ଲୋକ ବୋଲି କହିବା ପଛରେ ନିଶ୍ଚୟ ଡ୍ରାମା ବାଜି ଓ ସୁବିଧାବାଦୀ ରାଜନୀତିରେ  ମୁହ୍ରୁ୍ତ୍ତକ ଭିତରେ ଚିତ୍ର ଚରିତ୍ର ବଦଳାଇବା ଆଭିମୁଖ୍ୟ ହିଁ ରହିଛି ବୋଲି ଆଉ ବୁଝିବାକୁ ବାକି ନାହିଁ । ଆମେ ଏହି ସ୍ତମ୍ଭରେ ଡାକ୍ତର ଦାମଦୋର ରାଉତ ଓ ଓଡ଼ିଆ ଗଣମାଧ୍ୟମ ଜଗତର ପିତାମହ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ ବରଂ ଏଥିପାଇଁ ସମାଲୋଚନା କରିବାକୁ ସାହସ ଜୁଟାଇଛୁ ଯେ ଏହି ଦୁଇ ବରିଷ୍ଠ, ବିଜ୍ଞ ଓସମ୍ମାନସ୍ପଦ ବ୍ୟକ୍ତିତ୍ୱ ନିର୍ଦ୍ଦିଷ୍ଟ ସ୍ୱାର୍ଥ ହାସଲ ପାଇଁ ନିଜ ମତ, ପଥ ଓ ମନ୍ତବ୍ୟକୁ ଏପରି ବାରମ୍ବାର ବଦଳାଇଛନ୍ତି ଯାହାଦ୍ୱାରା ଓଡ଼ିଆ ସମାଜ, ବୁଦ୍ଧିଜୀବୀ ଏବଂ ସର୍ବୋପରି ଯୁବପିଢ଼ି ବିଭିନ୍ନ ସମୟରେ ବିଭ୍ରାନ୍ତ ହୋଇଛନ୍ତି ।

ଓଡ଼ିଆ ସାମାଜିକ ଚରିତ୍ରର ଏକ ଅଭାବନୀୟ ଦିଗକୁ ଆମେ ଏହି ଦୁଇ ବରିଷ୍ଠ ଓଡ଼ିଆଙ୍କ ଚାଲିଚଳନ ଓ କଥାରୁ ବେଶ୍ ବୁଝିପାରୁଛୁ । ନିଜ ସ୍ୱାର୍ଥ ପାଇଁ ବ୍ୟକ୍ତିଗତ ନିଷ୍ପତ୍ତି ସମସ୍ତଙ୍କର ନେବାର ଅଛି ଏବଂ ରହିବା ଉଚିତ୍ ମଧ୍ୟ । ତେବେ ଆମ କହିବାର କଥା ନିଜ ବ୍ୟକ୍ତିଗତ ସ୍ୱାର୍ଥ ସିଦ୍ଧି ପାଇଁ ସାଧାରଣ ଲୋକଙ୍କ ଆଶା, ଭରସା ଓ ଭାବନାକୁ ବାରମ୍ବାର ବିକ୍ରି କରିବା ଏପରିକି ସେଥିରେ ବିଷ ମିଶାଇବାର ଅଧିକାର ଏମାନଙ୍କୁ ଦେଲା କିଏ । ଏହି ଦୁଇ ବ୍ୟକ୍ତିତ୍ୱ ପ୍ରଥମେ ବିରୋଧ ଏବଂ ପରେ ସାଲିସ୍ କରି ନବୀନ ବାବୁଙ୍କର ପ୍ରିୟପାତ୍ର ହୋଇପାରନ୍ତି ଅବା ହୋଇନପାରନ୍ତି ତାହା ଭିନ୍ନ କଥା । କିନ୍ତୁ ସାରା ଓଡ଼ିଆ ସାମାଜିକ ଓ ରାଜନୀତିକୁ ଚରିତ୍ରକୁ   ଏମାନେ ଯେଭଳି ବିଭ୍ରାନ୍ତ କରିଛନ୍ତି ସେଥିରୁ ଅନ୍ତତଃ ପକ୍ଷେ ଦାମବାବୁଙ୍କୁ ଆମେ ଏହା ପଚାରିବାର ଧୃଷ୍ଟତା ଅବଶ୍ୟ କରିବୁ ଯେ ଯଦି ଡାକ୍ତର ରାଉତ ଗତ ଛଅ ଦଶନ୍ଧି ଧରି କରୁଥିବା ରାଜନୀତି ଯଦି ପ୍ରକୃତରେ ଏକ ନାଟକ ତେବେ ସେ ଏହି ନାଟକରେ ‘ଶ୍ରୀଖଣ୍ଡି’ ତୁଲ୍ୟ ଭୂମିକାକୁ ବାଛି ନାହାନ୍ତି କି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story