ଚାଷୀଙ୍କୁ ନେଇ ରାଜନୀତି: କେନ୍ଦ୍ରମନ୍ତ୍ରୀଙ୍କୁ ଅନୁପ୍ରବେଶକାରୀ କହିଲେ ଦାମ, ଯବାବରେ ଦାୟିତ୍ୱ ବଖାଣିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଚକଡା ପୋକ ଲାଗି ରାଜ୍ୟରେ କୃଷକ ଆତ୍ମହତ୍ୟା ଭଳି ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ନିଆଁରେ ଘିଅ ଢାଳିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ। ଗଜେନ୍ଦ୍ର ଓଡିଶା ଗସ୍ତରେ ଆସି କହିଛନ୍ତି ଯେ, ଚକଡା ପୋକ ମୁକାବିଲା ପାଇଁ ରାଜ୍ୟ ସରକାର ଯାହା କରିବା କଥା କରିନାହାଁନ୍ତି  । କୃଷକଙ୍କ ପ୍ରତି ନିଜ ଦାୟିତ୍ୱବୋଧ ସମ୍ପର୍କରେ ସେଚତନ ଥିବାରୁ ରାଜ୍ୟ ସରକାରଙ୍କ ବିନା ନିମନ୍ତ୍ରଣରେ ସେ ଓଡିଶା ଆସିଥିବା କହି ରାଜ୍ୟ […]

OR photo2017-11-12-21h47m59s287

OR photo2017-11-12-21h47m59s287

Rakesh Mallick
  • Published: Sunday, 12 November 2017
  • Updated: 12 November 2017, 09:56 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଚକଡା ପୋକ ଲାଗି ରାଜ୍ୟରେ କୃଷକ ଆତ୍ମହତ୍ୟା ଭଳି ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ନିଆଁରେ ଘିଅ ଢାଳିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ। ଗଜେନ୍ଦ୍ର ଓଡିଶା ଗସ୍ତରେ ଆସି କହିଛନ୍ତି ଯେ, ଚକଡା ପୋକ ମୁକାବିଲା ପାଇଁ ରାଜ୍ୟ ସରକାର ଯାହା କରିବା କଥା କରିନାହାଁନ୍ତି  । କୃଷକଙ୍କ ପ୍ରତି ନିଜ ଦାୟିତ୍ୱବୋଧ ସମ୍ପର୍କରେ ସେଚତନ ଥିବାରୁ ରାଜ୍ୟ ସରକାରଙ୍କ ବିନା ନିମନ୍ତ୍ରଣରେ ସେ ଓଡିଶା ଆସିଥିବା କହି ରାଜ୍ୟ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ କଟାକ୍ଷ କରିଛନ୍ତି । ଏଣେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମ୍ପୂର୍ଣ୍ଣ ଭାବ ଦଳୀୟ ପ୍ରଚାର ବୋଲି ଅଭିଯୋଗ କରିଛନ୍ତି ଦାମ । ରବିବାର ୨ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ କୃଷିମନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ଟାର୍ଗେଟ କରିବା ପରେ ଦୁଇ ରାଜେନତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍ୟଯୁଦ୍ଧ ।

ରାଜ୍ୟକୁ ନ ଜଣାଇ ଆସିଥିବାରୁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ପ୍ରଥମେ ଅନୁପ୍ରବେଶକାରୀ ବୋଲି ରାଜ୍ୟ କୃଷିମନ୍ତ୍ରୀ ଦାମୋଦର ରାଉତ କଟାକ୍ଷ କରିଥିଲେ।  ଏ ସମ୍ପର୍କରେ ରବିବାର ଭୁବେନଶ୍ୱର ପହଞ୍ଚିବା ପରେ ଶେଖାଓ୍ୱତଙ୍କୁ ପଚରାଯିବାରୁ ସେ ଓଲଟା ଦାମଙ୍କ ଉପରେ କଟାକ୍ଷ ସାଧିଛନ୍ତି। ରାଜ୍ୟର ଚାଷୀ ସମସ୍ୟାରେ ପ଼ଡିଥିବା ବେଳେ କେହି  ଡାକିବାର ଆବଶ୍ୟକତା ନାହିଁ ବରଂ ନିଜ ଦାୟିତ୍ୱ ନିର୍ବାହ କରିବାକୁ  ମୁଁ ଏଠାକୁ ଆସିଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଦୁଇ ଦିନିଆ ଗସ୍ତରେ ଓଡିଶା ଆସିଥିବା କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ୨ଟି ପର୍ଯ୍ୟାୟରେ ରାଜ୍ୟ ଓ କେନ୍ଦ୍ର କୃଷି ଅଧିକାରୀଙ୍କ ସହ ବୈଠକ କରିଥିଲେ । ପ୍ରଥମେ ଇଣ୍ଡିଆନ  କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚର ଅଧିକାରୀମାନେ ଓଡିଶାର ଚାଷ ଓ ଚକଡା ପୋକର ପ୍ରାଦୁର୍ଭାବ ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ପରେ ରାଜ୍ୟ କୃଷି ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ଅନ୍ୟ ଅଧିକାରୀଙ୍କମାନଙ୍କ ସହ ମରୁ଼ଡି  ଓ ଚକଡା ମୁକାବିଲା ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଣଜଳସେଚିତ ଜମି ପାଇଁ ଥିବା ସହାୟତା ରାଶିକୁ ୫୦ ପ୍ରତିଶତ ବଢାଇବାକୁ ରାଜ୍ୟ ଅଧିକାରୀ ଦାବି ରଖିଥିଲେ। ସେହିପରି କୃଷିଋଣ ସୁଧରେ ୩ ପ୍ରତିଶତ ରିହାତି, ଚକଡା ପରି ପୋକ ଦାଉରୁ ଚାଷକୁ ରକ୍ଷା ପାଇଁ ସ୍ଥାୟୀ ପ୍ରତିକାର, ମରୁଡି ସମୟରେ ଗଭୀର ନଳକୂପ ଖନନ ପାଇଁ ପ୍ରଚଳିତ ବ୍ୟବସ୍ଥାର ଗାଇଡଲାଇନରେ ପରିବର୍ତ୍ତନ, ରାସ୍ତା ଓ  ସେତୁ ପରି ଭିତ୍ତିଭୂମି ମରାମତି ପାଇଁ ଥିବା ନିୟମକୁ ପରିବର୍ତ୍ତନ କରି ରାଜ୍ୟକୁ କ୍ଷମତା ଦେବାକୁ ଦାବି କରିଥିଲେ ରାଜ୍ୟ  ଅଧିକାରୀ ।

ଆଜି କୃଷିମନ୍ତ୍ରୀ ସୋନପୁର ଗସ୍ତ କରିଥିବା ବେଳେ ଆସନ୍ତାକାଲି ବରଗଡ କଳାପାଣି ଗାଁର ବୃନ୍ଦାବନ ସାହୁଙ୍କ ଘରକୁ ଯିବାର କାର୍ଯ୍ୟକ୍ରମ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story