ଏ ସବୁ ସ୍ଥାନ ଡେଞ୍ଜର ଜୋନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ହାଟ ପାଲଟୁଛି ହଟସ୍ପଟ୍। ମାଲଗୋଦାମ ସଂଲଗ୍ନ ସାହି ପାଲଟୁଛି ସୁପରସ୍ପ୍ରେଡର । କଟକ-ଭୁବନେଶ୍ୱରରେ ତ ଏମିତି ଅନେକ ସ୍ଥାନରେ କରୋନାର ଦୃତ ସଂକ୍ରମଣ ସ୍ଥିତି ଦେଖି ଖାଲି ଗ୍ରାହକ କାହିଁକି, ବ୍ୟବସାୟୀ ସଂଘ ବି ଛାନିଆ। ବେଲଗାମ୍ ସଂକ୍ରମଣ ରୋକିବାକୁ ପ୍ରଶାସନ ଥଳକୂଳ ପାଉନି । ୟା ପଛରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଯେଉଁ ସବୁ କାରଣ ଦର୍ଶାଇଛନ୍ତି, ତାହା ଯଦି ପାଳନ ନହୁଏ ଆଗକୁ ସ୍ଥିତି ସାଂଘାତିକ ହେବ । କଟକର ବେହେରା ସାହି […]

700-gbn

700-gbn

Tapas Behera
  • Published: Thursday, 06 August 2020
  • Updated: 06 August 2020, 08:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ହାଟ ପାଲଟୁଛି ହଟସ୍ପଟ୍। ମାଲଗୋଦାମ ସଂଲଗ୍ନ ସାହି ପାଲଟୁଛି ସୁପରସ୍ପ୍ରେଡର । କଟକ-ଭୁବନେଶ୍ୱରରେ ତ ଏମିତି ଅନେକ ସ୍ଥାନରେ କରୋନାର ଦୃତ ସଂକ୍ରମଣ ସ୍ଥିତି ଦେଖି ଖାଲି ଗ୍ରାହକ କାହିଁକି, ବ୍ୟବସାୟୀ ସଂଘ ବି ଛାନିଆ। ବେଲଗାମ୍ ସଂକ୍ରମଣ ରୋକିବାକୁ ପ୍ରଶାସନ ଥଳକୂଳ ପାଉନି । ୟା ପଛରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଯେଉଁ ସବୁ କାରଣ ଦର୍ଶାଇଛନ୍ତି, ତାହା ଯଦି ପାଳନ ନହୁଏ ଆଗକୁ ସ୍ଥିତି ସାଂଘାତିକ ହେବ ।

କଟକର ବେହେରା ସାହି ନାଁ ଶୁଣିଲେ ଲୋକେ ଛାନିଆରେ ଛାତିରେ ଛେପ ପକେଇ ଦେଉଛନ୍ତି । ମାଲଗୋଦାମରୁ ଜିନିଷ କିଣିବାର ଥିଲେ,  ଯିବାକୁ ଶହେ ଥର ଭାବୁଛନ୍ତି । କାରଣ ଏଇ ମାଲଗୋଦାମକୁ ଲାଗିଥିବା ବେହେରା ସାହି ବସ୍ତି ପାଲଟିଛି କରୋନାର ନୂଆ ହଟସ୍ପଟ୍ । ଏଠି ସାଲୁବାଲୁ  କୋଭିଡ୍ ପଜିଟିଭ୍ । ଗତକାଲି ଏଇଠୁ ଏକାଥରକେ ଚିହ୍ନଟ ହୋଇଛନ୍ତି ୧୧୨ ନୂଆ ସଂକ୍ରମିତ । ଅଗଷ୍ଟ ୧ରେ ମାତ୍ର ୧୪ ଜଣ ଚିହ୍ନଟ ହୋଇଥିବାବେଳେ ୨ରେ ୨୨, ୩ରେ ୫୭, ୪ରେ ୨୮ଜଣଙ୍କୁ ମିଶାଇ ସପ୍ତାହକରେ ସଂଖ୍ୟା ୨୩୩ ପହଞ୍ଚିଲାଣି । ଏଣେ କୋଭିଡ୍ ସଂକ୍ରମଣର ଏ ଘୋଡ଼ା ଦୌଡ଼ ଦେଖି ସିଏମ୍ସିର ଅକଲ ଗୁଡୁମ୍ । କେମିତି ସଂକ୍ରମଣରେ ଦେବ ବ୍ରେକ୍, ଥଳକୂଳ ପାଉନି । ଏତେ ସଂଖ୍ୟାରେ ପଜିଟିଭ୍ ବାହାରିବା ପରେ ମାଲଗୋଦାମ ବ୍ୟବସାୟୀ ସଂଘ ଓ ଗ୍ରାହକ ବି ଛାନିଆ। ଅଭିଯୋଗ ହେଉଛି, ସିଏମ୍ସି ଟେଷ୍ଟିଂରେ ବିଳମ୍ବ କରିବାରୁ ଏଭଳି ବିସ୍ଫୋରକ ସ୍ଥିତି ସୃଷ୍ଟି ହେଲା ତାସହ ପରିମଳ ବ୍ୟବସ୍ଥା ବି ସେଠି ସାଂଘାତିକ।

କଟକ ଭଳି ରାଜଧାନୀ ଭୁବନେଶ୍ୱରରେ ବି କରୋନା ହଟସ୍ପଟ ପାଲଟିଥିବା ହାଟ ଓ ବ୍ୟବସାୟିକ ପ୍ରତିଷ୍ଠାନଙ୍କ ସଂଖ୍ୟା ବି କମ୍ ନୁହେଁ । ଆଇଗିଣିଆ ଆଳୁଗଦି ହେଉ କି ୪ ନମ୍ବର ମାଛ ମାର୍କେଟ, ସବୁଠୁ ବାହାରିଲେଣି ପୁଳା ପୁଳା ସଂକ୍ରମିତ । ଜୁଲାଇ ଆରମ୍ଭରୁ ଅଦ୍ୟାବଧି-ହଟସ୍ପଟ ଆଇଗିଣିଆ ଆଅଳୁଗଦିରୁ ୬୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୪ ନମ୍ବର ମାଛ ମାର୍କେଟରୁ ୩୦ ଓ ୧ ନମ୍ବର ହାଟରୁ ୬ଜଣ ସଂକ୍ରମିତ ବାହାରି ସାରିଛନ୍ତି ।

ତେବେ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲା ମଞ୍ଚେଶ୍ୱରର ଏକ ସୁପରସ୍ପ୍ରେଡର ଅଟା କଳ । ଯେଉଁଠୁ କେବଳ ବାହାରିଥିଲେ ୬୮ ପଜିଟିଭ୍। ରାଜ୍ୟରେ ବ୍ୟବସାୟିକ ପେଣ୍ଠସ୍ଥଳ ଭାବେ ବ୍ରହ୍ମପୁରର ଆମ୍ବ ବଜାରରୁ ପ୍ରଥମେ ଚିହ୍ନଟ ହୋଇଥିଲେ କରୋନା ସଂକ୍ରମିତ । ତେବେ ପରେ ଅବଶ୍ୟ ସେଠି କାବୁକୁ ଆସିଥିଲା । ହେଲେ କରୋନାର ଏ ଲମ୍ବ ଡିଆଁ  ଦେଖି ବ୍ୟବସାୟୀ ସଂଘ ବି ଟେନ୍‌ସନରେ।

ଏଠି ପ୍ରଶ୍ନ କାହିଁକି ହାଟ ବଜାର ପାଲଟୁଛି କରୋନା ହଟ୍‌ସ୍ପଟ ? ବିଶେଷଜ୍ଞଙ୍କ ମତରେ ବିଭିନ୍ନ ଆଡ଼ୁ ଲୋକମାନେ କିଣା ବିକା ପାଇଁ ହାଟକୁ ଆସୁଥିବାରୁ ଏହା ସଂକ୍ରମଣର ଶ୍ରେଷ୍ଠ ସ୍ଥାନ । ତେଣୁ ସେଠାରେ ନିହାତି ଭାବେ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ଥର୍ମାଲ ସ୍କ୍ରିନିଂ ହେବା ଉଚିତ୍। ଯେଉଁମାନେ ସାମାନ୍ୟତମ କରୋନା ଲକ୍ଷଣ ଅନୁଭବ କରନ୍ତି, ସେମାନେ ମାର୍କେଟ ନଆସିବା ଉଚିତ୍ । ମାସ୍କ ପିନ୍ଧିବା ସହ ସେସିଆଲ୍ ଡିଷ୍ଟାନସିଂ ପାଳନ ନିହାତି ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story