ଆଜି ଦାରିଙ୍ଗବାଡ଼ି ବନ୍ଦ

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ଜି ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନ ସରକାରୀ ଜମିରେ ବେଆଇନ କୋଠା ନିର୍ମାଣକୁ ବିରୋଧ ନେଇ କଂଗ୍ରେସ ତରଫରୁ ଆଜି ୧୧ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଛି । ଏହା ପ୍ରଭାବରେ ଦାରିଙ୍ଗବାଡ଼ିରେ ଦୋକାନ ବଜାର ସମେତ ଗାଡି ଚଳାଚଳ ବନ୍ଦ ରହିଛି । କଂଗ୍ରେସ କର୍ମୀ ଚାରି ଛକରେ ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କ ବିରୋଧରେ ନାରବାଜି କରିବା ସହ ବେଆଇନ କୋଠା ନିର୍ମାଣ କରିଥିବା ବିଧାୟକଙ୍କ ବିରୋଧରେ କଡା […]

strike

strike

Niharika Rout
  • Published: Monday, 11 October 2021
  • Updated: 11 October 2021, 08:59 AM IST

Sports

Latest News

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ଜି ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନ ସରକାରୀ ଜମିରେ ବେଆଇନ କୋଠା ନିର୍ମାଣକୁ ବିରୋଧ ନେଇ କଂଗ୍ରେସ ତରଫରୁ ଆଜି ୧୧ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଛି । ଏହା ପ୍ରଭାବରେ ଦାରିଙ୍ଗବାଡ଼ିରେ ଦୋକାନ ବଜାର ସମେତ ଗାଡି ଚଳାଚଳ ବନ୍ଦ ରହିଛି ।

କଂଗ୍ରେସ କର୍ମୀ ଚାରି ଛକରେ ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କ ବିରୋଧରେ ନାରବାଜି କରିବା ସହ ବେଆଇନ କୋଠା ନିର୍ମାଣ କରିଥିବା ବିଧାୟକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ଦାବି କରିଛନ୍ତି । କଂଗ୍ରେସର ବନ୍ଦ ଡାକରାକୁ ଆଖି ଆଗରେ ରଖି ଦାରିଙ୍ଗବାଡ଼ିରେ ପୁଲିସ୍‌ ତରଫରୁ 2 ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି ! ଏମିତି କି ବେଆଇନ କୋଠା ସ୍ଥଳରେ ମଧ୍ୟ ପୋଲିସ ତରଫରୁ ଫୋର୍ସ ଜଗି ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story