୪୮ ଘଣ୍ଟା ପାଇଁ ଦାରିଙ୍ଗବାଡ଼ି ଶଟଡାଉନ୍‌

ଦାରିଙ୍ଗବାଡ଼ି(ଅଜିତ ନାୟକ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଆସନ୍ତା ୪୮ ଘଣ୍ଟା ପାଇଁ  ଶଟଡାଉନ୍‌ ଘୋଷଣା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଦାରିଙ୍ଗବାଡି ସରପଞ୍ଚ ରାଧାକାନ୍ତ ପ୍ରଧାନ । ଶଟଡାଉନ୍‌ ସମୟରେ କେବଳ ମେଡ଼ିସିନ ଦୋକାନ, ଏଟିଏମ ସେଣ୍ଟର ଓ ପେଟ୍ରୋଲ ପମ୍ପ ଖୋଲା ରହିବ। ଦାରିଙ୍ଗବାଡି ପଞ୍ଚାୟତ ତରଫରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇ ଅଞ୍ଚଳବାସୀଙ୍କୁ ଘରୁ ନ ବାହାରିବା […]

daringbadi-1-1

daringbadi-1-1

Niharika Rout
  • Published: Monday, 22 June 2020
  • Updated: 22 June 2020, 09:09 AM IST

Sports

Latest News

ଦାରିଙ୍ଗବାଡ଼ି(ଅଜିତ ନାୟକ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଆସନ୍ତା ୪୮ ଘଣ୍ଟା ପାଇଁ  ଶଟଡାଉନ୍‌ ଘୋଷଣା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଦାରିଙ୍ଗବାଡି ସରପଞ୍ଚ ରାଧାକାନ୍ତ ପ୍ରଧାନ ।

ଶଟଡାଉନ୍‌ ସମୟରେ କେବଳ ମେଡ଼ିସିନ ଦୋକାନ, ଏଟିଏମ ସେଣ୍ଟର ଓ ପେଟ୍ରୋଲ ପମ୍ପ ଖୋଲା ରହିବ। ଦାରିଙ୍ଗବାଡି ପଞ୍ଚାୟତ ତରଫରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇ ଅଞ୍ଚଳବାସୀଙ୍କୁ ଘରୁ ନ ବାହାରିବା ପାଇଁ ସୂଚନା ଦିଆଯାଇଛି।  ଗତକାଲି ସନ୍ଧ୍ୟା ୫ଟାରୁ ଏହି କଟକଣା ଲାଗୁ ହୋଇଛି। ଆସନ୍ତା ମଙ୍ଗଳବାର ସନ୍ଧ୍ୟା ୫ ଟା ଯାଏ ଏହି ଶଟଡାଉନ୍‌ କଟକଣା ବଳବତ୍ତର ରହିବ ।

ଦାରିଙ୍ଗବାଡି ଅଞ୍ଚଳର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିବା ବେଳେ ସେ ବିଭିନ୍ନ ଆଡ଼େ ବୁଲାବୁଲି କରିଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ସରପଞ୍ଚ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story