ସୁନା ଚାଲାଣ ପଛରେ ଆସିଲା ସାଂଘାତିକ ସଙ୍କେତ: ଓଡ଼ିଶାରେ ‘D’ କମ୍ପାନୀର ନେଟ୍‌ୱର୍କ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଜ୍ଞାନେଶ୍ୱରୀ ଏକ୍ସପ୍ରେସ”ରେ ସୁନା ଚୋରାଚାଲାଣ ପଛରେ ରହିଛି କି ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ହାତ? ଓଡ଼ିଶା ରେଳପଥକୁ ବ୍ୟବହାର କରୁଛି କି ଅଣ୍ଡରୱାର୍ଲଡ୍‌ ମାଫିଆ ଦାଉଦ୍ ଇବ୍ରାଇମ୍‌ଙ୍କ ଡି କମ୍ପାନୀ? ଓଡ଼ିଶା ବାଟ ଦେଇ ସୁନା ବେପାରର ବେଆଇନ କାରବାର ଚଳାଇଛି କି ପାକିସ୍ତାନରେ ଆତ୍ମଗୋପନ କରିଥିବା ଦୁର୍ଦ୍ଦାନ୍ତ ଦାଉଦ? କାରଣ ରାଉରକେଲା-ଝାରସୁଗୁଡ଼ା ମଝିରେ “ଜ୍ଞାନେଶ୍ୱରୀ ଏକ୍ସପ୍ରେସ”ରୁ ୨ କୁଖ୍ୟାତ ସୁନା ଚୋରା ଚାଲାଣକାରୀ ଧରାପଡ଼ିବା ପରେ ଏଭଳି ଆଶଙ୍କା ଦେଖାଦେଇଛି। ଗତକାଲି “ଜ୍ଞାନେଶ୍ୱରୀ […]

daud-link-in-odisha

daud-link-in-odisha

Manoranjan Sial
  • Published: Friday, 11 October 2019
  • Updated: 11 October 2019, 07:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଜ୍ଞାନେଶ୍ୱରୀ ଏକ୍ସପ୍ରେସ”ରେ ସୁନା ଚୋରାଚାଲାଣ ପଛରେ ରହିଛି କି ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ହାତ? ଓଡ଼ିଶା ରେଳପଥକୁ ବ୍ୟବହାର କରୁଛି କି ଅଣ୍ଡରୱାର୍ଲଡ୍‌ ମାଫିଆ ଦାଉଦ୍ ଇବ୍ରାଇମ୍‌ଙ୍କ ଡି କମ୍ପାନୀ? ଓଡ଼ିଶା ବାଟ ଦେଇ ସୁନା ବେପାରର ବେଆଇନ କାରବାର ଚଳାଇଛି କି ପାକିସ୍ତାନରେ ଆତ୍ମଗୋପନ କରିଥିବା ଦୁର୍ଦ୍ଦାନ୍ତ ଦାଉଦ? କାରଣ ରାଉରକେଲା-ଝାରସୁଗୁଡ଼ା ମଝିରେ “ଜ୍ଞାନେଶ୍ୱରୀ ଏକ୍ସପ୍ରେସ”ରୁ ୨ କୁଖ୍ୟାତ ସୁନା ଚୋରା ଚାଲାଣକାରୀ ଧରାପଡ଼ିବା ପରେ ଏଭଳି ଆଶଙ୍କା ଦେଖାଦେଇଛି।

ଗତକାଲି “ଜ୍ଞାନେଶ୍ୱରୀ ଏକ୍ସପ୍ରେସ”ରୁ ୧୧୦ଟି ସୁନା ବିସ୍କୁଟ ଜବତ ହୋଇଥିଲା। କେଉଁଥିରେ ଦୁବାଇ-ୟୁଏଇ ଲେଖାଯାଇଛି ତ ଆଉ କେଉଁଥିରେ ଲେଖାଯାଇଛି ଏଆରଜି ଓ ଏମ୍‌ଟିଏମ୍‌। ଅର୍ଥାତ ସୁଦୂର ଦୁବାଇରୁ ଚାଲାଣ କରାଯାଉଥିଲା ଏସବୁକୁ ସୁନା। ନିଶା ଦ୍ରବ୍ୟ ଓ ବେଆଇନ୍‌ ଅସ୍ତ୍ରଶସ୍ତ୍ର କାରବାର ପାଇଁ ପୁରୁଣା ଫଣ୍ଡା ଆପଣାଇ ଆକାଶପଥ ବଦଳରେ ସ୍ଥଳପଥ ତଥା ଟ୍ରେନରେ ଅନ୍ତରାଷ୍ଟ୍ରୀୟ ଚାଲାଣକାରୀ ବ୍ୟବହାର କରିଥିବା କୁହାଯାଉଛି। କାରଣ ୟୁଏଇ, ଦୁବାଇ, ଚୀନ, ବାଂଲାଦେଶ, ମ୍ୟାନମ୍ୟାରକୁ ଲମ୍ବିଛି ସୁନା ଚାଲାଣର ଚେର। ଆଉ ଭାରତରେ ସୁନାର ଚାହିଦାର ଫାଇଦା ଦେଖି ମ୍ୟାନମ୍ୟାର୍, ବାଂଲାଦେଶ ଏବଂ କୋଲକାତାରୁ ଓଡ଼ିଶା ଦେଇ ସେସବୁ ସୁନାକୁ ପ୍ରବେଶ କରାଉଛନ୍ତି ଚାଲାଣକାରୀ।

ସୁନା ଚୋରାଚାଲାଣକାରୀଙ୍କ ଏଥରର ଅପରେସନ୍ ତରିକା କିନ୍ତୁ ଭିନ୍ନ ଥିଲା। ଭୁବନେଶ୍ୱର ବିମାନ ବନ୍ଦରରେ କଷ୍ଟମ ବିଭାଗ ଦ୍ୱାରା ବିଭିନ୍ନ ସମୟରେ ଚଢ଼ଉ କରି କୋଟିକୋଟି ଟଙ୍କାର ବିଦେଶୀ ସୁନାକୁ ଜବତ କରିବା ପରେ ଟ୍ରେନ୍‌ ରୁଟ୍‌କୁ ବାଛିଥିଲେ ଚାଲାଣକାରୀ।

ହାୱାଡ଼ା-ମୁମ୍ବାଇ “ଜ୍ଞାନେଶ୍ୱରୀ ଏକ୍ସପ୍ରେସ”ରେ ଓଡ଼ିଶା ରୁଟ୍‌ ଦେଇ ବିଦେଶୀ ସୁନାକୁ ଚାଲାଣ କରୁଥିଲେ ମୁମ୍ବାଇ। ଆଉ ସେଇଠୁ ଦେଶର ବିଭିନ୍ନ କୋଣ ଅନୁକୋଣକୁ ପଠାଇ, କରାଯାଇଥାନ୍ତା ଚୋରାଚାଲାଣର କଳାଧନ୍ଧା। ଯାହାର କାର୍ପଟଦାର ସାଜିଥିଲେ ଦୁଇ ଅଭିଯୁକ୍ତ। ଯାହାଙ୍କ ନାଁ ଧନରାଜ ମହାଦେବ ଯାଦବ ଓ ରାହୁଲ ଆର.ଏନ୍। ଏମାନଙ୍କ ଦାୟିତ୍ୱ ଥିଲା ସୁନା ମୁମ୍ବାଇରେ ପହଞ୍ଚାଇବା। ଯାହାଙ୍କୁ କ୍ୟାରିୟର୍ ବୋଲି କୁହାଯାଏ। ପହଞ୍ଚାଇବାରେ ସଫଳ ହୋଇଥିଲେ, ସେମାନେ କିଲୋ ପିଛା ପାଇଥାନ୍ତେ ୨୦ ହଜାର ଟଙ୍କା କମିଶନ। ସେଠି ଅନ୍ୟ ଜଣେ ମାଷ୍ଟରମାଇଣ୍ଡଙ୍କୁ ହସ୍ତାନ୍ତର କରିଥାନ୍ତେ। କିନ୍ତୁ ଓଡ଼ିଶା ଦେଇ ଯାଉଥିବା “ଜ୍ଞାନେଶ୍ୱରୀ ଏକ୍ସପ୍ରେସ”ରୁ ରାଉରକେଲା-ଝାରସୁଗୁଡ଼ା ମଝିରେ ଧରାପଡ଼ିଗଲେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ହାତରେ। ଆଉ ଜବତ ହୋଇଥିଲା ୧୨ କିଲୋ ୯ ଶହ ଗ୍ରାମ ଓଜନର ଏସବୁ ସୁନା ବିସ୍କୁଟ। ଯାହାର ବଜାର ମୂଲ୍ୟ ପ୍ରାୟ ୪ କୋଟି ୯୨ ଲକ୍ଷ ଟଙ୍କା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story