ଡିସିପିରୁ ଡିଆଇଜି ହୋଇଥିବା ଅନୁପ ସାହୁଙ୍କ ଆଗରେ କଣ ରହିଛି ଚ୍ୟାଲେଞ୍ଜ ?

ଭୁବନେଶ୍ୱର: ଭୁବନେଶ୍ୱର ଡିସିପିରୁ ଗୁଇନ୍ଦା ବିଭାଗର ଡିଆଇଜି ଭାବେ ନିଯୁକ୍ତି ପାଇଛନ୍ତି। ୨୦୦୬ ବ୍ୟାଚର ଆଇପିଏସ୍ ଅଧିକାରୀ ଅନୁପ ସାହୁ। ମାର୍ଚ୍ଚ ୨୦୧୮ରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ।  ଡିସିପି ଭାବେ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ସହ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଦାୟିତ୍ୱ ନିର୍ବାହ କରିଥିଲେ ଅନୁପ ସାହୁ। ତେବେ ଆଗାମୀ ସମୟରେ କଣ ରହିବ ତାଙ୍କର ନୂଆ ଯୋଜନା ଏବଂ ରଣନୀତି ନେଇ ସେ କହିଛନ୍ତି ଯେ ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ […]

8bn

8bn

Tapas Behera
  • Published: Sunday, 19 July 2020
  • Updated: 19 July 2020, 10:28 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଡିସିପିରୁ ଗୁଇନ୍ଦା ବିଭାଗର ଡିଆଇଜି ଭାବେ ନିଯୁକ୍ତି ପାଇଛନ୍ତି। ୨୦୦୬ ବ୍ୟାଚର ଆଇପିଏସ୍ ଅଧିକାରୀ ଅନୁପ ସାହୁ। ମାର୍ଚ୍ଚ ୨୦୧୮ରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ।  ଡିସିପି ଭାବେ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ସହ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଦାୟିତ୍ୱ ନିର୍ବାହ କରିଥିଲେ ଅନୁପ ସାହୁ।

ତେବେ ଆଗାମୀ ସମୟରେ କଣ ରହିବ ତାଙ୍କର ନୂଆ ଯୋଜନା ଏବଂ ରଣନୀତି ନେଇ ସେ କହିଛନ୍ତି ଯେ ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ କରାଯାଇଥିଲା। ସେତେବେଳେ ଏହାର ସୁରକ୍ଷା ଦ୍ୱାୟିତ୍ୱ ଆମ ଉପରେ ନ୍ୟସ୍ତ ଥିଲା। ଏହି ବିରାଟ ଆୟୋଜନର ସଫଳତା ପାଇଁ ଆମେ ବହୁତ ପ୍ରଶଂସିତ ହୋଇଥିଲୁ। ଏହା ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ଆମ ପାଇଁ ଚ୍ୟାଲେଞ୍ଜ। ଯଦି ଦେଶର ବିଭିନ୍ନ ସହରକୁ ଦେଖାଯାଏ, ତେବେ ରାଜଧାନୀ ଭୁବନେଶ୍ୱରରେ ଅପରାଧ ବହୁତ କମ୍ ରହିଛି। କିନ୍ତୁ ସାଇବର କ୍ରାଇମ୍ ମୋ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ରହିବ। ଏଥିରେ କିପରି ନୂଆ ନୂଆ ଟେକ୍ନୋଲୋଜିକୁ ପ୍ରୟୋଗ କରିହେବ, ତାହା ଆମେ ଚେଷ୍ଟା କରିବୁ। ସହରରେ ସିସିଟିଭି ଲଗାଇବା ଭଳି ଆନେକ ପଦକ୍ଷେପ ନିଆଯିବ। ରାଜ୍ୟସ୍ତରରେ ଗୁଇନ୍ଦା ମୋ ପାଇଁ ଚ୍ୟାଲେଞ୍ଜ ରହିବ। ମୁଁ ଯୋଗଦାନ କରିବା ପରେ ମୋତେ ଦାୟିତ୍ୱ ଦିଆଯାଇଥିବା କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବି ବୋଲି ଶ୍ରୀ ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story