ପୁଣି ଶବକୁ ଅସମ୍ମାନ: ଟ୍ରଲିରେ ବୁହା ହେଲା ବୃଦ୍ଧାଙ୍କ ଶବ

<p>ବାରିପଦା: ପୁଣି ଶବକୁ ଅସମ୍ମାନ। ମୃତ୍ୟୁ ପରେ ୭୦ ବର୍ଷର ବୃଦ୍ଧାଙ୍କ ଶବକୁ ଟ୍ରଲିରେ ବୁହା ହେଲା। &nbsp;ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ। ଶନିବାର &nbsp;&nbsp;ସାରୁଗୁଳା ଗାଁର ନାଗୀ ମାର୍ଣ୍ଣି ଅସୁସ୍ଥ ହେବାରୁ ପରିବାର ଲୋକ ଡାକ୍ତରଖାନାକୁ ଆଣିଥିଲେ ।</p> <p>ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ମୃତ୍ୟୁ ପରେ ସଂପର୍କୀୟ କାହାରିକୁ ନ ଜଣାଇ ମୃତ ଶରୀରକୁ ଟ୍ରଲିରେ ଘରକୁ ନେଇଥିବା ଜଣାପଡ଼ିଛି।</p>

Ordigital Desk
  • Published: Saturday, 29 July 2017
  • Updated: 29 July 2017, 07:39 PM IST

Sports

Latest News

<p>ବାରିପଦା: ପୁଣି ଶବକୁ ଅସମ୍ମାନ। ମୃତ୍ୟୁ ପରେ ୭୦ ବର୍ଷର ବୃଦ୍ଧାଙ୍କ ଶବକୁ ଟ୍ରଲିରେ ବୁହା ହେଲା। &nbsp;ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ। ଶନିବାର &nbsp;&nbsp;ସାରୁଗୁଳା ଗାଁର ନାଗୀ ମାର୍ଣ୍ଣି ଅସୁସ୍ଥ ହେବାରୁ ପରିବାର ଲୋକ ଡାକ୍ତରଖାନାକୁ ଆଣିଥିଲେ ।</p><p>ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ମୃତ୍ୟୁ ପରେ ସଂପର୍କୀୟ କାହାରିକୁ ନ ଜଣାଇ ମୃତ ଶରୀରକୁ ଟ୍ରଲିରେ ଘରକୁ ନେଇଥିବା ଜଣାପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos