ପାଣି ଟାଙ୍କିରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ବାଲିଗୁଡ଼ା (ଅଜିତ ନାୟକ): ପାଣିଟାଙ୍କିରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତର ଲତେଡ଼ିକିଆ ଗାଁରେ। ଗାଁ ପାଖ ଦେଇ ଯାଇଥିବା ନାଳ ନିକଟସ୍ଥ ପାଣିଟାଙ୍କିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। କେହି ତାଙ୍କୁ ହତ୍ୟା କରି ସେଠାରେ ପକାଇ ଦେଇଥିବା ଅନୁମାନ କରାଯାଉଛି। ଗତକାଲି ପମ୍ପ୍ ହାଉସ୍‌ କର୍ମଚାରୀ ଗଙ୍ଗାରାମ ପ୍ରଧାନ ଟାଙ୍କିର ତଦାରଖ କରିବାକୁ ଯାଇଥିବା ବେଳେ ମୃତଦେହ […]

dead

dead

Jitendra Garnayak
  • Published: Sunday, 17 March 2019
  • Updated: 17 March 2019, 04:46 PM IST

Sports

Latest News

ବାଲିଗୁଡ଼ା (ଅଜିତ ନାୟକ): ପାଣିଟାଙ୍କିରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତର ଲତେଡ଼ିକିଆ ଗାଁରେ। ଗାଁ ପାଖ ଦେଇ ଯାଇଥିବା ନାଳ ନିକଟସ୍ଥ ପାଣିଟାଙ୍କିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। କେହି ତାଙ୍କୁ ହତ୍ୟା କରି ସେଠାରେ ପକାଇ ଦେଇଥିବା ଅନୁମାନ କରାଯାଉଛି।

ଗତକାଲି ପମ୍ପ୍ ହାଉସ୍‌ କର୍ମଚାରୀ ଗଙ୍ଗାରାମ ପ୍ରଧାନ ଟାଙ୍କିର ତଦାରଖ କରିବାକୁ ଯାଇଥିବା ବେଳେ ମୃତଦେହ ଭାସୁଥିବାର ଦେଖିଥିଲେ। ଏହା ପରେ ସେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ରାଇକିଆ ପୁଲିସ୍ ଆଜି ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ମୃତଦେହଟିକୁ ବାହାର କରିଥିଲା।

ମୃତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି।

ଘଟଣା ସ୍ଥଳରେ ଜି.ଉଦୟଗିରି ଏସଡିପିଓ ଜୟକୃଷ୍ଣ ବେହେରା ଏବଂ ରାଇକିଆ ଥାନା ଅଧିକାରୀ ନରେଶ ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଏସଡିପିଓ କହିଛନ୍ତି, ମୃତ ଯୁବତୀଙ୍କ ଦେହରେ ପୋଷାକ ନ ଥିଲା। ତାଙ୍କ ଅଣ୍ଟା ଓ ବେକରେ ପ୍ଲାଷ୍ଟିକ୍ ଦଉଡ଼ି ବନ୍ଧା ଯାଇଥିଲା। ଏଣୁ ଅନୁମାନ କରାଯାଉଛି ବାଲି ବସ୍ତା ବାନ୍ଧି ତାଙ୍କୁ ଫୋପାଡ଼ି ଦିଆଯାଇଥିଲା। ଅନ୍ୟ କେଉଁଠାରେ ତାଙ୍କୁ ହତ୍ୟା କରିବା ପରେ ଏଠାରେ ଆଣି ମୃତଦେହକୁ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story