ପୂର୍ତ୍ତ ବିଭାଗ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝରର ପୂର୍ତ୍ତ ବିଭାଗ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।  ଟାଉନଥାନା ଜେଲ ଛକ ନିକଟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।  ମୃତଦେହ ପାଖରେ ଜୋତା ଓ ବାଇକ ପଡ଼ି ରହିଛି।  ମୃତ୍ୟୁର କାରଣ ଜଣାପଡିନାହିଁ।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।