ପୂର୍ତ୍ତ ବିଭାଗ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ

Ordigital Desk
  • Published: Sunday, 18 February 2018
  • , Updated: 18 February 2018, 10:50 AM IST
<p>କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝରର ପୂର୍ତ୍ତ ବିଭାଗ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।&nbsp; ଟାଉନଥାନା ଜେଲ ଛକ ନିକଟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।&nbsp; ମୃତଦେହ ପାଖରେ ଜୋତା ଓ ବାଇକ ପଡ଼ି ରହିଛି।&nbsp; ମୃତ୍ୟୁର କାରଣ ଜଣାପଡିନାହିଁ।&nbsp; ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।</p>

Related story