ଯୁବକଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର

ରାଉରକେଲା (ଓଡ଼ିଶା ରିପୋର୍ଟର): କୁଆଁରମୁଣ୍ଡା ହରିହରପୁର ଜାତୀୟ ରାଜପଥ କଡ଼ ଏକ ବୁଦାମୂଳରୁ ଆଜି ଜଣେ ଯୁବକଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ରାଜଗାଙ୍ଗପୁରର ଅର୍ଜୁନ ଗୋପ। ତାଙ୍କ ଛାତିରେ ଗୁଳି ବାଜିଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଛି। ୨୦୧୪ରେ ଘଟିଥିବା ଏକ ହତ୍ୟା ମାମଲାରେ ଅର୍ଜୁନ ସଂପୃକ୍ତ ଥିବା ଜଣାପଡ଼ିଛି।

gun

Rakesh Mallick
  • Published: Friday, 16 March 2018
  • , Updated: 16 March 2018, 10:42 PM IST

ରାଉରକେଲା (ଓଡ଼ିଶା ରିପୋର୍ଟର): କୁଆଁରମୁଣ୍ଡା ହରିହରପୁର ଜାତୀୟ ରାଜପଥ କଡ଼ ଏକ ବୁଦାମୂଳରୁ ଆଜି ଜଣେ ଯୁବକଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ରାଜଗାଙ୍ଗପୁରର ଅର୍ଜୁନ ଗୋପ। ତାଙ୍କ ଛାତିରେ ଗୁଳି ବାଜିଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଛି।

୨୦୧୪ରେ ଘଟିଥିବା ଏକ ହତ୍ୟା ମାମଲାରେ ଅର୍ଜୁନ ସଂପୃକ୍ତ ଥିବା ଜଣାପଡ଼ିଛି।

Related story