ହାତୀର ମୃତଦେହ ଠାବ

ଆଠଗଡ଼(ଓଡ଼ିଶା ରିପୋର୍ଟର): କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ କେତେବେଳେ ମଣିଷ ଦ୍ୱାରା ହାତୀର ମୃତ୍ୟୁ ଘଟୁଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ଦିନ ଏହି ଖବର ଆସୁଛି। ଆଜି  ପୁଣି ଏକ ହାତୀର ମୃତଦେହ ଠାବ କରାଯାଇଛି। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ରାଜନଗର ସବର ତଇଲା ନିକଟରେ ଏହି ହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀର ବୟସ ୭ ବର୍ଷ। ହାତୀଟିର ମୁହଁରୁ ପ୍ରବଳ […]

death

death

Jyoshna Pradhan
  • Published: Wednesday, 12 December 2018
  • Updated: 12 December 2018, 09:11 AM IST

Sports

Latest News

ଆଠଗଡ଼(ଓଡ଼ିଶା ରିପୋର୍ଟର): କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ କେତେବେଳେ ମଣିଷ ଦ୍ୱାରା ହାତୀର ମୃତ୍ୟୁ ଘଟୁଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ଦିନ ଏହି ଖବର ଆସୁଛି।

ଆଜି  ପୁଣି ଏକ ହାତୀର ମୃତଦେହ ଠାବ କରାଯାଇଛି। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ରାଜନଗର ସବର ତଇଲା ନିକଟରେ ଏହି ହାତୀର ମୃତଦେହ ଠାବ କରାଯାଇଛି।

ମୃତ ହାତୀର ବୟସ ୭ ବର୍ଷ। ହାତୀଟିର ମୁହଁରୁ ପ୍ରବଳ ରକ୍ତସ୍ରାବ ହୋଇଛି। ତେବେ ହାତୀର ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଏନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story