ନଦୀରେ ନିଖୋଜ ୨ମହିଳା ଭକ୍ତଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ବଂଶଧାରା ନଦୀରେ ନିଖୋଜ ୨ଜଣ ମହିଳା ଭକ୍ତଙ୍କ ମୃତଦେହ ଦମକଳ ବାହିନୀ ଓ ପୋଲିସ ଉଦ୍ଧାର କରିଛି। ଗତକାଲି ଶ୍ରୀକାକୁଲମ ହାଡୁଭାଙ୍ଗି ଅଞ୍ଚଳରୁ ଏମାନେ ମୀନାଝୋଲା ଆସିଥିଲେ। ଗାଧୋଇବା ବେଳେ ଏମାନେ ନିଖୋଜ ହୋଇଯାଇଥିଲେ।

cmo

Rakesh Mallick
  • Published: Wednesday, 14 February 2018
  • , Updated: 14 February 2018, 06:24 PM IST

Related story