ନଦୀରେ ଭାସୁଛି ନାବାଳିକାଙ୍କ ମୃତଦେହ 

ଯାଜପୁର:(ଗୁଲାମ ଗସ୍‌): ଯାଜପୁର ସଦର ଥାନା ରୁଦ୍ରପୁର ନିକଟ ବ୍ରାହ୍ମଣୀ ନଦୀ କୂଳରେ ଜଣେ ନାବାଳିକାଙ୍କ ମୃତଦେହ ଆଜି ଭାସୁଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ୧୭ ତାରିଖରେ ନାବାଳିକା ଘରୁ କେଉଁଆଡ଼େ ଚାଲିଯାଇଥିଲେ। ମାତ୍ର ଘରକୁ ଫେରିନଥିଲେ। ଏନେଇ ୧୯ ତାରିଖରେ ପରିବାର ଲୋକେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝିଅକୁ ଅପହରଣ କରାଯାଇଥିବା ନେଇ ପରିବାର […]

8909

8909

Tapas Behera
  • Published: Thursday, 20 August 2020
  • Updated: 20 August 2020, 08:24 PM IST

Sports

Latest News

ଯାଜପୁର:(ଗୁଲାମ ଗସ୍‌): ଯାଜପୁର ସଦର ଥାନା ରୁଦ୍ରପୁର ନିକଟ ବ୍ରାହ୍ମଣୀ ନଦୀ କୂଳରେ ଜଣେ ନାବାଳିକାଙ୍କ ମୃତଦେହ ଆଜି ଭାସୁଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତ ୧୭ ତାରିଖରେ ନାବାଳିକା ଘରୁ କେଉଁଆଡ଼େ ଚାଲିଯାଇଥିଲେ। ମାତ୍ର ଘରକୁ ଫେରିନଥିଲେ। ଏନେଇ ୧୯ ତାରିଖରେ ପରିବାର ଲୋକେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝିଅକୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ। ପୁଲିସ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଆଜି ନାବାଳିକାଙ୍କ ମୃତଦେହ ନଦୀରୁ ପୁଲିସ ଉଦ୍ଧାର କରିବା ପରେ ମୃତକଙ୍କ ପରିଚୟ ଜଣାପଡିଥିଲା ।

ପୁଲିସ ଶବକୁ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଚଳାଇଛି। ତେବେ  ପ୍ରାଥମିକ ତଦନ୍ତରୁ କେହି ତାକୁ ହତ୍ୟାକରି ନଦୀରେ ଫିଙ୍ଗିଦେଇଥିବା ପୁଲିସ ଅନୁମାନ କରୁଛି। ଶବ ବ୍ୟବଚ୍ଛେଦ  ରିପୋର୍ଟ ଆସିବା ପରେ ସବୁକିଛି ଜଣାପଡିବ ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story