ପୋଲ ତଳୁ ମିଳିଲା ଯବାନଙ୍କ ମୃତଦେହ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ନାନ୍ଦୋଳ – କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳୁ ଆଜି ସକାଳେ ଜଣେ ଆଇଆରବିଆନ ଯବାନଙ୍କ ମୃତଦେହ  ଉଦ୍ଧାର ହୋଇଛି। ମୃତ ଯବାନଙ୍କ ନାମ ବିଶ୍ଵଜିତ ମଙ୍ଗରାଜ ଓ ତାଙ୍କ ଘର ଗୋଳାମୁଣ୍ଡାରେ ବୋଲି ଜଣାପଡିଛି। ବିଶ୍ଵଜିତ ଜାରିଂସ୍ଥିତ ଆଇଆରବି କ୍ୟାମ୍ପରେ ମୁତୟନ ହୋଇଥିଲେ। ସେ ଗତକାଲି ଛୁଟି ନେଇ ନିଜ ଗାଁ ଗୋଲାମୁଣ୍ଡାକୁ ସନ୍ଧ୍ୟାରେ ଫେରୁଥିବା ସମୟରେ ଏକ ପୋଲ ତଳେ ପଡିଯାଇଥିଲେ। ଆଜି […]

Deadbody

Deadbody

Niharika Rout
  • Published: Saturday, 27 June 2020
  • Updated: 27 June 2020, 09:26 AM IST

Sports

Latest News

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ନାନ୍ଦୋଳ - କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳୁ ଆଜି ସକାଳେ ଜଣେ ଆଇଆରବିଆନ ଯବାନଙ୍କ ମୃତଦେହ  ଉଦ୍ଧାର ହୋଇଛି। ମୃତ ଯବାନଙ୍କ ନାମ ବିଶ୍ଵଜିତ ମଙ୍ଗରାଜ ଓ ତାଙ୍କ ଘର ଗୋଳାମୁଣ୍ଡାରେ ବୋଲି ଜଣାପଡିଛି।

ବିଶ୍ଵଜିତ ଜାରିଂସ୍ଥିତ ଆଇଆରବି କ୍ୟାମ୍ପରେ ମୁତୟନ ହୋଇଥିଲେ। ସେ ଗତକାଲି ଛୁଟି ନେଇ ନିଜ ଗାଁ ଗୋଲାମୁଣ୍ଡାକୁ ସନ୍ଧ୍ୟାରେ ଫେରୁଥିବା ସମୟରେ ଏକ ପୋଲ ତଳେ ପଡିଯାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ।  ଜୁନାଗଡ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ କିପରି ଯବାନଙ୍କ ମୃତ୍ୟୁ ହେଲା, ଏହା ଦୁର୍ଘଟଣା ନା ଅନ୍ୟ କିଛି ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story