ସମୁଦ୍ର କୂଳରେ ଆଖି ବୁଜିଲା ତିମି, ଆଜି ହେବ ବ୍ୟବଚ୍ଛେଦ

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ମାଲୁଦ ପଞ୍ଚାୟତ ଫତେପୁର ଗାଁ ନିକଟ ସମୁଦ୍ର କୂଳରେ ଲାଗିଛି ବିଶାଳକାୟ ତିମି ମାଛ। ମାଛଟିର ଲମ୍ବ ପ୍ରାୟ ୩୦ରୁ ୩୫ ଫୁଟ୍ ହେବ। ଗଭୀର ସମୁଦ୍ରରେ ରହୁଥିବା ଏହି ତିମି ମାଛ କିଭଳି ସ୍ଥିତିରେ କୂଳକୁ ଆସିଲା ତାହା ଜଣାପଡ଼ିନାହିଁ। କୌଣସି ଆଘାତ ପାଇ ତିମିଟି ସମୁଦ୍ର କୂଳକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି। ଗତକାଲି ସନ୍ଧ୍ୟାରେ ତିମି ମାଛଟି ସମୁଦ୍ର କୂଳରେ ଲାଗିଥିଲା। ସେହି ସମୟରେ ମାଛଟି […]

Big fish

Big fish

Tapaswini Nayak
  • Published: Friday, 10 December 2021
  • Updated: 10 December 2021, 08:37 AM IST

Sports

Latest News

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ମାଲୁଦ ପଞ୍ଚାୟତ ଫତେପୁର ଗାଁ ନିକଟ ସମୁଦ୍ର କୂଳରେ ଲାଗିଛି ବିଶାଳକାୟ ତିମି ମାଛ। ମାଛଟିର ଲମ୍ବ ପ୍ରାୟ ୩୦ରୁ ୩୫ ଫୁଟ୍ ହେବ। ଗଭୀର ସମୁଦ୍ରରେ ରହୁଥିବା ଏହି ତିମି ମାଛ କିଭଳି ସ୍ଥିତିରେ କୂଳକୁ ଆସିଲା ତାହା ଜଣାପଡ଼ିନାହିଁ। କୌଣସି ଆଘାତ ପାଇ ତିମିଟି ସମୁଦ୍ର କୂଳକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି।

ଗତକାଲି ସନ୍ଧ୍ୟାରେ ତିମି ମାଛଟି ସମୁଦ୍ର କୂଳରେ ଲାଗିଥିଲା। ସେହି ସମୟରେ ମାଛଟି ବଞ୍ଚିଥିବା ମତ୍ସ୍ୟଜୀବୀମାନେ ଦେଖିଥିଲେ। ପରେ ମତ୍ସ୍ୟଜୀବୀମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମାଛଟି ମରି ଯାଇଥିଲା।

ମାଛଟିକୁ ଜେସିବି ସାହାଯ୍ୟରେ ଉଠାଯାଇ ପୋଷ୍ଟ ମର୍ଟମ ପାଇଁ ପାଠାଯିବ। ପରେ  ଗଭୀର ଗାତ ଖୋଳା ଯାଇ ପୋତା ଯିବ ବୋଲି   ବନ ବିଭାଗ କର୍ମଚାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story