ଡିସେମ୍ୱର ୧ ସୁଦ୍ଧା ବସ୍ ଧର୍ମଘଟ ପ୍ରସଙ୍ଗରେ ସମାଧାନ ପାଇଁ ପଦକ୍ଷେପ ନିଆଯିବ: ପରିବହନ ମନ୍ତ୍ରୀ ରମେଶ ମାଝି

ଭୁବନେଶ୍ୱର: ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ ଡିସେମ୍ୱର ପହିଲାରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି। ପରିବହନ ମନ୍ତ୍ରୀ ରମେଶ ମାଝି ବସ୍ ମାଲିକଙ୍କ ଯାହା ଦାବି ରହିଛି ତାହା ଉପରେ ସରକାର ଆଲୋଚନା କରିବେ। ତା’ପରେ ସମସ୍ୟାର ସମାଧାନ ପାଇଁ ଯାହା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ପୂର୍ବରୁ ଟିକସ ବୃଦ୍ଧି ସମ୍ପର୍କରେ ଆଲୋଚନା କରିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ତେବେ ରାଜ୍ୟ […]

Rames

Rakesh Mallick
  • Published: Monday, 16 November 2015
  • , Updated: 16 November 2015, 08:19 AM IST

ଭୁବନେଶ୍ୱର: ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ ଡିସେମ୍ୱର ପହିଲାରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି। ପରିବହନ ମନ୍ତ୍ରୀ ରମେଶ ମାଝି ବସ୍ ମାଲିକଙ୍କ ଯାହା ଦାବି ରହିଛି ତାହା ଉପରେ ସରକାର ଆଲୋଚନା କରିବେ। ତା’ପରେ ସମସ୍ୟାର ସମାଧାନ ପାଇଁ ଯାହା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ପୂର୍ବରୁ ଟିକସ ବୃଦ୍ଧି ସମ୍ପର୍କରେ ଆଲୋଚନା କରିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ତେବେ ରାଜ୍ୟ ସରକାର ଏ ନେଇ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଏହାର ପ୍ରତିବାଦ କରି ଡିସେମ୍ୱର ୧ ତାରିଖରୁ ବସ୍ ଚଳାଚଳ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି।

Related story