ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପ୍ରତିରକ୍ଷାମନ୍ତ୍ରୀ: ଏଣିକି ଯବାନଙ୍କ ପରିବାରକୁ ମିଳିବ ଏହି ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶ ପାଇଁ ଅତ୍ୟନ୍ତ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଥିବା ଯବାନମାନଙ୍କ ପରିବାର ଯେଭଳି କୌଣସି ସରକାରୀ ସେବା ହାସଲ ପାଇଁ ନିଜକୁ ଅବହେଳିତ ମନେ ନକରିବେ ତା’ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିବା ପରେ ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ସମସ୍ତ ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଓ […]

defence-minister-rajnath-singh-write-letter-to-cm-naveen-patnaik

Manoranjan Sial
  • Published: Wednesday, 08 January 2020
  • Updated: 08 January 2020, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶ ପାଇଁ ଅତ୍ୟନ୍ତ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଥିବା ଯବାନମାନଙ୍କ ପରିବାର ଯେଭଳି କୌଣସି ସରକାରୀ ସେବା ହାସଲ ପାଇଁ ନିଜକୁ ଅବହେଳିତ ମନେ ନକରିବେ ତା’ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିବା ପରେ ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ସମସ୍ତ ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ଯବାନଙ୍କ ପରିବାର ପ୍ରତି ଆବଶ୍ୟକ ସମ୍ମାନ ଓ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତବର୍ଷ ଅକ୍ଟୋବର ୨୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପ୍ରତିକୂଳ ପରିସ୍ଥିତିରେ ବି ଦେଶର ସେବା କରୁଥିବା ଯବାନମାନଙ୍କ ପରିବାର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ସେମାନଙ୍କ ପରିବାର ପ୍ରତି ରାଜ୍ୟ ସରକାରମାନେ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଯବାନମାନଙ୍କ ମନୋବଳ ବୃଦ୍ଧି ସହ ସେମାନେ ମାନସିକ ଶାନ୍ତି ପାଇବେ ତଥା ଦେଶମାତୃକାର କାର୍ଯ୍ୟ ଆହୁରି ଅଧିକ ଦକ୍ଷ ଭାବେ ତୁଲାଇ ପାରିବେ ବୋଲି କହିଥିଲେ। ଏନେଇ ତୃଣମୂଳସ୍ତରରେ ଥିବା ସରକାରୀ ଅଫିସଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶନାମା ପଠାଇବାକୁ ଶ୍ରୀ ସିଂ ଅନୁରୋଧ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଚିଠି ଉପରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଡିସେମ୍ବର ୩୧ତାରିଖରେ ସମସ୍ତ ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଓ ଏସପିମାନଙ୍କୁ ଲେଖିଥିବା ଚିଠି ଅନୁସାରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ସଶସ୍ତ୍ର ସେନାର ଯବାନମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ଦେଶମାତୃକାର ସେବା କରୁଛନ୍ତି । ଏହି ଯବାନମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳର। ସେମାନେ ସଶସ୍ତ୍ର ବାହିନୀରେ କାର୍ଯ୍ୟ କରୁଥିବାରୁ ନିଜର ଘରକୁ ଯିବାର କମ୍ ସୁଯୋଗ ପାଇଥାନ୍ତି। ତେବେ ଘରକୁ ଯିବାସମୟରେ ସେମାନେ ନିଜ ଘର ଓ ପରିବାରର ଜମି ଓ ସମ୍ପତ୍ତି ଆଦି ସମସ୍ୟାକୁ ତୁଟାଇବାରେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ଏହି ଯବାନମାନଙ୍କ ଅନୁପସ୍ଥିତିରେ ସେମାନଙ୍କ ପରିବାର ସଦସ୍ୟମାନେ ବିଭିନ୍ନ କାର୍ଯ୍ୟରେ ସରକାରୀ ଅଫିସ ଯାଇଥାନ୍ତି । ସେମାନେ ସରକାରୀ ଅଫିସକୁ ଗଲେ ସେମାନଙ୍କୁ ଆନ୍ତରିକ ସ୍ୱାଗତ କରିବା ସହ ଉପଯୁକ୍ତ ସମ୍ମାନ ଦେଇ ଯଥାଶୀଘ୍ର ସହାୟତା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିଜର ପରିବାର ସଦସ୍ୟଙ୍କୁ ସରକାରୀ ଅଫିସରେ ଆବଶ୍ୟକ ଗୁରୁତ୍ୱ ମିଳିବା ସହ କାମ ହୋଇଗଲେ ଏହା ଯବାନମାନଙ୍କୁ ନୈତିକ ଦୃଷ୍ଟିରୁ ଦୃଢ଼ ଅନୁଭବ କରାଇବ ଓ ସେମାନେ ମାନସିକ ଶାନ୍ତିର ସହ ଦେଶ ସେବା କରିପାରିବେ। ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story