ବେଳାମାର୍ଗରେ ଆରମ୍ଭ ହେଲା ଇକୋ ରିଟ୍ରିଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ଅଧିକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଭିନବ ପଦକ୍ଷେପ ହୋଇଚି। ଆଜିଠୁ ପୁରୀ-କୋଣାର୍କ ବେଳାମାର୍ଗରେ ଆରମ୍ଭ ହୋଇଛି ଦେଢ଼ ମାସ ବ୍ୟାପୀ ଚାଲିବାକୁ ଥିବା ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ୍। Delighted to launch the #MarineDrive #EcoRetreat, a unique festival encompassing #Odisha's scenic coastline, art & culture and eminent artists of the day as a highlight. […]

puri

puri

Manoranjan Sial
  • Published: Saturday, 14 December 2019
  • Updated: 14 December 2019, 09:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ଅଧିକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଭିନବ ପଦକ୍ଷେପ ହୋଇଚି। ଆଜିଠୁ ପୁରୀ-କୋଣାର୍କ ବେଳାମାର୍ଗରେ ଆରମ୍ଭ ହୋଇଛି ଦେଢ଼ ମାସ ବ୍ୟାପୀ ଚାଲିବାକୁ ଥିବା ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ୍।

ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟକଙ୍କ ପାଇଁ ୫୦ଟି ବିଳାଶପୂର୍ଣ୍ଣ ଟେଣ୍ଟ କଟେଜ୍ ନିର୍ମାଣ କରାଯାଇଛି। ସେହିଭଳି ଖାଇବା ପିଇବା, ଆମୋଦ ପ୍ରମୋଦ, ଖେଳ କସରତ ପାଇଁ ବିଶେଷ ଭାବେ ପର୍ଯ୍ୟସ୍ତ ସୁବିଧା କରାଯାଇଛି। ଏଠାରେ ରାତ୍ରୀ ରହଣୀ ସହ ବିଚ୍ ମାର୍କେଟ, ଫୁଡ୍ କୋର୍ଟ, ଭିଆଇପି ଗ୍ୟାଲେରୀ, ସ୍ପା, ଦୁଃସାହସିକ କ୍ରିଡ଼ାର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ବେଲୁନ ଉଡାଇ ଉଦ୍‌ଘାଟନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story