ଢେଙ୍କାନାଳ: କାଉନସିଲରଙ୍କୁ ଦୁର୍ବୃତ୍ତଙ୍କ ମାଡ଼

ଢେଙ୍କାନାଳ: ଢେଙ୍କାନାଳ ମ୍ୟୁନିସିପାଲିଟିର ୮ ନମ୍ବର ୱାର୍ଡର ବିଜେଡି କାଉନସିଲର ସୁମିତ୍ରା ଭୋଇଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତାଙ୍କ ଭାଇଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରୁଥିବା ଖବର ପାଇ ସୁମିତ୍ରା ଘଟଣା ସ୍ଥଳରେ ପହଞ୍ଚି ପ୍ରତିବାଦ କରିଥିଲେ। ଫଳରେ ଦୁର୍ବୃତ୍ତମାନେ ତାଙ୍କ ଭାଇଙ୍କ ସହ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କ ଭାଇଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଆକ୍ରମଣ କରାଯାଇଥିବା ସୁମିତ୍ରା କହିଛନ୍ତି।

denkanal

Rakesh Mallick
  • Published: Thursday, 24 March 2016
  • , Updated: 25 March 2016, 11:15 AM IST

Related story