ଦେବଗଡକୁ ସମ୍ପୂର୍ଣ୍ଣ ମରୁଡି ଅଞ୍ଚଳ ଘୋଷଣା ଦାବି: ନଭେମ୍ବର ୨ରେ କଂଗ୍ରେସର ଜିଲ୍ଲା ବନ୍ଦ ଡାକରା

ଦେବଗଡ: ଦେବଗଡ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଆଗାମୀ ନଭେମ୍ୱର ୨ ତାରିଖରେ କଂଗ୍ରେସ ଜିଲ୍ଲା ବନ୍ଦ ଡାକରା ଦେଇଛି। ଏ ନେଇ ବୁଧବାର ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ୱ୍ରମ ସୂଚନା ଦେଇଛନ୍ତି। ଜିଲ୍ଲାକୁ ସମ୍ପୂର୍ଣ ମରଡି ଘୋଷଣା କରିବା, କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପ୍ରତି ୨୦ ହଜାର କ୍ଷତିପୂରଣ ପ୍ରଦାନ, ଜମିକୁ ଜଳସେଚନ ବ୍ୟବସ୍ଥା, ଅଚଳ ଉଠା ଜଳସେଚନ ପଏଣ୍ଟକୁ ଚାଲୁ କରିବାକୁ ଦଳ ପକ୍ଷରୁ ଦାବି […]

deogarh

Rakesh Mallick
  • Published: Thursday, 29 October 2015
  • , Updated: 29 October 2015, 03:05 AM IST

ଦେବଗଡ: ଦେବଗଡ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଆଗାମୀ ନଭେମ୍ୱର ୨ ତାରିଖରେ କଂଗ୍ରେସ ଜିଲ୍ଲା ବନ୍ଦ ଡାକରା ଦେଇଛି। ଏ ନେଇ ବୁଧବାର ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ୱ୍ରମ ସୂଚନା ଦେଇଛନ୍ତି। ଜିଲ୍ଲାକୁ ସମ୍ପୂର୍ଣ ମରଡି ଘୋଷଣା କରିବା, କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପ୍ରତି ୨୦ ହଜାର କ୍ଷତିପୂରଣ ପ୍ରଦାନ, ଜମିକୁ ଜଳସେଚନ ବ୍ୟବସ୍ଥା, ଅଚଳ ଉଠା ଜଳସେଚନ ପଏଣ୍ଟକୁ ଚାଲୁ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ଦାବିପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଜିଲ୍ଲା ସଭାପତି ହେମ୍ବ୍ରମ ଚେତାବନୀ ଦେଇଛନ୍ତି।

Related story