ଏଣିକି ଘରେ ପହଞ୍ଚିବ ଦେଶୀ ମଦ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶୀ ମଦ ଓ ଆଉଟ ଷ୍ଟିଲ୍ ମଦ ହୋମ୍ ଡେଲିଭରି ପାଇଁ ନିଷ୍ପତ୍ତି ହୋଇଛି। ହୋମ୍ ଡେଲିଭରି ନିଷ୍ପତ୍ତି ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହେବ ହୋମ୍ ଡେଲିଭରି। ବୋତଲ ବା ପାଉଚ ପିଛା ୧୦ ଟଙ୍କା ଡେଲିଭରି ଚାର୍ଜ ପଡ଼ିବ। ସର୍ବାଧିକ ଡେଲିଭରି ଚାର୍ଜ ୫୦ ଟଙ୍କାରୁ ଅଧିକ ହେବ ନାହିଁ। କାଉଣ୍ଟରରେ ଦେଶୀମଦ ବିକ୍ରି ପାଇଁ ଏଯାବତ ଅନୁମତି ମିଳିନାହିଁ। ତେବେ କାଉଣ୍ଟରରେ […]

wine

wine

Tapas Behera
  • Published: Monday, 29 June 2020
  • Updated: 29 June 2020, 07:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶୀ ମଦ ଓ ଆଉଟ ଷ୍ଟିଲ୍ ମଦ ହୋମ୍ ଡେଲିଭରି ପାଇଁ ନିଷ୍ପତ୍ତି ହୋଇଛି। ହୋମ୍ ଡେଲିଭରି ନିଷ୍ପତ୍ତି ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହେବ ହୋମ୍ ଡେଲିଭରି। ବୋତଲ ବା ପାଉଚ ପିଛା ୧୦ ଟଙ୍କା ଡେଲିଭରି ଚାର୍ଜ ପଡ଼ିବ। ସର୍ବାଧିକ ଡେଲିଭରି ଚାର୍ଜ ୫୦ ଟଙ୍କାରୁ ଅଧିକ ହେବ ନାହିଁ। କାଉଣ୍ଟରରେ ଦେଶୀମଦ ବିକ୍ରି ପାଇଁ ଏଯାବତ ଅନୁମତି ମିଳିନାହିଁ। ତେବେ କାଉଣ୍ଟରରେ ଦେଶୀମଦ ବିକ୍ରି ପାଇଁ ଏଯାବତ ଅନୁମତି ଦେଇନାହାନ୍ତି ସରକାର

ପୂର୍ବରୁ ବିଦେଶୀ ମଦ ହୋମ୍ ଡେଲିଭରି ଲାଗି ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ପକ୍ଷରୁ ପୋର୍ଟାଲ୍ ଲଞ୍ଚ୍ କରାଯାଇଛି। । ଏନଆଇସି ସହଭାଗିତାରେ ଏହି ପୋର୍ଟାଲ୍ ନିର୍ମିତ ହୋଇଛି। ଏହି ପୋର୍ଟାଲ୍ ଟି ହେଉଛି www.osbc.co.in । ଏହି ପୋର୍ଟାଲରେ ସମସ୍ତ ଜିଲ୍ଲାଗୁଡ଼ିକର ମଦ ବିକ୍ରେତାଙ୍କ ନାମ ଓ ଠିକଣା ସହିତ ଗୋଟିଏ ସ୍ଥାନରେ ପାଇପାରିବେ ଗ୍ରାହକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story