ଆଜି ମହାଶିବରାତ୍ରୀ: ଜାଣନ୍ତୁ, ପ୍ରମୁଖ ଶୈବପୀଠଗୁଡ଼ିକରେ କେତେବେଳେ ଉଠିବ ମହାଦୀପ

ଭୁବନେଶ୍ୱର: ଆଜି ମହାଶିବରାତ୍ରି। ଏଥିପାଇଁ ରାଜ୍ୟର ବିଭିନ୍ନ ଶିବାଳୟ ଚଳଚଞ୍ଚଳ ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଲୋକନାଥ, ଧବଳେଶ୍ୱର, ଚନ୍ଦ୍ରଶେଖର ଓ ବାବା ଆଖଣ୍ଡଳମଣିଙ୍କ ସମେତ ରାଜ୍ୟ ସମସ୍ତ ଶୈବପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଆଜି ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ମହାପ୍ରଭୁଙ୍କ ଦର୍ଶନ କରିବାକୁ ଏଠାରେ ସକାଳୁ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ପୁରୀ ଲୋକନାଥଙ୍କ ପୀଠରେ ଭୋର୍‌ ୪ଟାରେ ମହାଦୀପ ଉଠିବା […]

akha

akha

Jitendra Garnayak
  • Published: Monday, 04 March 2019
  • Updated: 04 March 2019, 08:48 AM IST

Sports

Latest News

ଭୁବନେଶ୍ୱର: ଆଜି ମହାଶିବରାତ୍ରି। ଏଥିପାଇଁ ରାଜ୍ୟର ବିଭିନ୍ନ ଶିବାଳୟ ଚଳଚଞ୍ଚଳ ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଲୋକନାଥ, ଧବଳେଶ୍ୱର, ଚନ୍ଦ୍ରଶେଖର ଓ ବାବା ଆଖଣ୍ଡଳମଣିଙ୍କ ସମେତ ରାଜ୍ୟ ସମସ୍ତ ଶୈବପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି।

lingarajଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଆଜି ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ମହାପ୍ରଭୁଙ୍କ ଦର୍ଶନ କରିବାକୁ ଏଠାରେ ସକାଳୁ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।

ପୁରୀ ଲୋକନାଥଙ୍କ ପୀଠରେ ଭୋର୍‌ ୪ଟାରେ ମହାଦୀପ ଉଠିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଏଠାରେ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।

templeରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କଟକର ଧବଳେଶ୍ୱରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଠାରେ ରାତି ଗୋଟାଏରେ ମହାଦେବଙ୍କ ମହାଦୀପ ଉଠିବ। ଭିଡ଼କୁ ଦୃଷ୍ଟିରେ ରଖି ଝୁଲାପୋଲଠୁ ମନ୍ଦିର ବେଢ଼ା ନଦୀଘାଟ ପର୍ଯ୍ୟନ୍ତ ସିସିଟିଭି ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଢେଙ୍କାନାଳର କପିଳାସ ପୀଠ ବି ଚଳଚଞ୍ଚଳ ହୋଇଯାଇଛି। ଏଠାରେ ଚନ୍ଦ୍ରଶେଖରଜୀଉଙ୍କର ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟାରେ ହରିହର ଭେଟ ନୀତି ଅନୁଷ୍ଠିତ ହେବ। ଏଠାରେ ଭୋର ୪ଟାରେ ମହାଦୀପ ଉଠିବ।

ସେହିଭଳି ଅନ୍ୟତମ ଶୈବପୀଠ ଆରଡ଼ିରେ ଭୋର ସାଢ଼େ ୪ଟାରେ ମହାଦୀପ ଉଠିବ। ଏଠାରେ ବି ଆଜି ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story