ଧବଳେଶ୍ୱରରେ ସରିଲା ବଡ଼ଓଷା, ଶ୍ରଦ୍ଧାଳୁଙ୍କ ଭିଡ଼

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ରେ ଥିବା ବାବା ଧବଳେଶ୍ୱରରେ ପୀଠରେ ବଡ଼ଓଷା ଶେଷ ହୋଇଛି। ମାସ ସାରା ବ୍ରତ ରଖିଥିବା ବ୍ରତଧାରୀମାନେ ଲମ୍ବା ଧାଡ଼ିରେ ଆସି ବାବା ଧବଳେଶ୍ୱରଙ୍କ ଦର୍ଶନ କରୁଛନ୍ତି। ଗତକାଲି ରାତି ୩ଟାରୁ ବାବାଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯାଇଥିଲା। ମଧ୍ୟରାତ୍ରୀରୁ ପହଡ଼ ଖୋଲାଯିବା ପରେ ମନ୍ଦିର ଶୋଧ କରାଯାଇଥିଲା। ଏହାପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଶ୍ରଦ୍ଧାଳୁମାନେ ଗଜ ଭୋଗ ପାଇଥିଲେ।

dhabaleswar

Rakesh Mallick
  • Published: Sunday, 13 November 2016
  • , Updated: 13 November 2016, 10:19 AM IST

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ରେ ଥିବା ବାବା ଧବଳେଶ୍ୱରରେ ପୀଠରେ ବଡ଼ଓଷା ଶେଷ ହୋଇଛି। ମାସ ସାରା ବ୍ରତ ରଖିଥିବା ବ୍ରତଧାରୀମାନେ ଲମ୍ବା ଧାଡ଼ିରେ ଆସି ବାବା ଧବଳେଶ୍ୱରଙ୍କ ଦର୍ଶନ କରୁଛନ୍ତି।

ଗତକାଲି ରାତି ୩ଟାରୁ ବାବାଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯାଇଥିଲା। ମଧ୍ୟରାତ୍ରୀରୁ ପହଡ଼ ଖୋଲାଯିବା ପରେ ମନ୍ଦିର ଶୋଧ କରାଯାଇଥିଲା। ଏହାପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଶ୍ରଦ୍ଧାଳୁମାନେ ଗଜ ଭୋଗ ପାଇଥିଲେ।

Related story