ହତ୍ୟା ମାମଲାରେ ଧାମନଗର ବିଧାୟକଙ୍କୁ କୋର୍ଟ ସମନ

ଭଦ୍ରକ: ୨୦୦୨ ମସିହାର ଏକ  ହତ୍ୟା ମାମଲାରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସମନ ଜାରି କରିଛନ୍ତି।  ଆସନ୍ତା ୨୧ ତାରିଖରେ  କୋର୍ଟରେ  ହାଜର ହୋଇ ପକ୍ଷ ରଖିବାକୁ ମୁକ୍ତିକାନ୍ତ ଓ ଅନ୍ୟ ଜଣେ ଅଭିଯୁକ୍ତ ନେପାଳ ବାରିକଙ୍କୁ ସମନ ଜାରି କରିଛନ୍ତି କୋର୍ଟ। ବାସୁଦେବପୁର ଥାନା ଅନ୍ତର୍ଗତ ସୁଗୋ ଗାଁର ନିରଞ୍ଜନ ଜେନା ନାମକ ଜଣେ ଟ୍ରକ୍‌ ହେଲପର୍‌ଙ୍କ ହତ୍ୟା ଘଟଣାରେ ଉଭୟଙ୍କ ନାଁରେ ସେହି ସମୟରେ ଏତଲା ଦାୟର […]

muktikanta-mandal

Rakesh Mallick
  • Published: Saturday, 08 October 2016
  • , Updated: 08 October 2016, 03:23 PM IST

ଭଦ୍ରକ: ୨୦୦୨ ମସିହାର ଏକ  ହତ୍ୟା ମାମଲାରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସମନ ଜାରି କରିଛନ୍ତି।  ଆସନ୍ତା ୨୧ ତାରିଖରେ  କୋର୍ଟରେ  ହାଜର ହୋଇ ପକ୍ଷ ରଖିବାକୁ ମୁକ୍ତିକାନ୍ତ ଓ ଅନ୍ୟ ଜଣେ ଅଭିଯୁକ୍ତ ନେପାଳ ବାରିକଙ୍କୁ ସମନ ଜାରି କରିଛନ୍ତି କୋର୍ଟ।

ବାସୁଦେବପୁର ଥାନା ଅନ୍ତର୍ଗତ ସୁଗୋ ଗାଁର ନିରଞ୍ଜନ ଜେନା ନାମକ ଜଣେ ଟ୍ରକ୍‌ ହେଲପର୍‌ଙ୍କ ହତ୍ୟା ଘଟଣାରେ ଉଭୟଙ୍କ ନାଁରେ ସେହି ସମୟରେ ଏତଲା ଦାୟର ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ମୁକ୍ତିକାନ୍ତ ଓ ନେପାଳଙ୍କ ନାଁକୁ ଅଭିଯୁକ୍ତ ତାଲିକାରୁ କାଟି ଦିଆଯାଇଥିବା  ଅଭିଯୋଗ ହୋଇଥିଲା। ଏହା ବିରୋଧରେ ମୃତ ନିରଞ୍ଜନଙ୍କ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Related story