ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର: କୁନ୍ଦୁଲି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ କ୍ଷମତାର ମଦମସ୍ତରେ ବିଭୋର ହୋଇ ଆପଣ ନିଶାସକ୍ତ ହୋଇପଡ଼ିଛନ୍ତି। ଓଡ଼ିଶା ଲୋକଙ୍କ ଭିତରେ କୋହକୁ ଜାଣି ପାରୁ ନାହାନ୍ତି। ତେଣୁ ଅଭିଶାପ ପଡ଼ିବ। ହରିଆଣାରେ ଏପରି ଘଟଣାରେ ସିବିଆଇ ତଦନ୍ତ ହୋଇଥିଲା। ତେଣୁ ସତସାହାସ ଓ ନୈତିକତା ଥିଲେ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ। ନାରୀକୁ ଦୁଷ୍କର୍ମ, ଦୁର୍ବ୍ୟବହାର ଓ ନିର୍ଯାତନା କ’ଣ ଆଦର୍ଶ। ବିଜୁ ବାବୁ କ’ଣ ଏହି ସ୍ୱପ୍ନ ଦେଖିଲେ।”</p> <p>ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଆଉ କ’ଣ କହୁଛନ୍ତି ଏ ଭିଡ଼ିଓରେ ଦେଖନ୍ତୁ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।