ଇକୋ ରିଟ୍ରିଟ୍‌ରେ ରାତ୍ରୀ ଯାପନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରାମଚଣ୍ଡି ମୁହାଣ ନିକଟରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ୍‌ ଉତ୍ସବରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରିକି ସେ ସେଠାରେ ଗୋଟିଏ ଦିନ ଓ ରାତି ବିତାଇଛନ୍ତି। ଏହି ଅବସରରେ ସେ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ପ୍ରଶଂସା କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି-“ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ ଦ୍ୱାରା ଓଡ଼ିଶାର ଅର୍ଥନୀତି ବୃଦ୍ଧି ପାଇବ। ଏହାଛଡ଼ା ଓଡ଼ିଶା ପର୍ଯ୍ୟଟନର […]

dharmendra

dharmendra

Manoranjan Sial
  • Published: Tuesday, 31 December 2019
  • Updated: 31 December 2019, 09:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରାମଚଣ୍ଡି ମୁହାଣ ନିକଟରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ୍‌ ଉତ୍ସବରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରିକି ସେ ସେଠାରେ ଗୋଟିଏ ଦିନ ଓ ରାତି ବିତାଇଛନ୍ତି। ଏହି ଅବସରରେ ସେ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ପ୍ରଶଂସା କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି-“ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ ଦ୍ୱାରା ଓଡ଼ିଶାର ଅର୍ଥନୀତି ବୃଦ୍ଧି ପାଇବ। ଏହାଛଡ଼ା ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ହୋଇପାରିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ନିଶ୍ଚିତ ସଫଳ ହେବ।”

ସେ କହିଛନ୍ତି-“ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ଅନେକ କିଛି ବିଶେଷତା ରହିଛି। ଯାହା ସବୁ ସ୍ଥାନମାନଙ୍କଠାରୁ ଭିନ୍ନ ଲାଗେ। କୋଣାର୍କରେ ମେରାଇନ‌୍‍ ଡ୍ରାଇଭ‌୍‍ ରାମଚଣ୍ଡି ମୁହାଣ ନିକଟରେ ଆରମ୍ଭ ହୋଇଥିବା ମେରାଇନ୍‌‍ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌‍ ଏହାର ପ୍ରମାଣ। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଆଯାଇଥିବା ଇକୋ ରିଟ୍ରିଟ‌୍‍ ପଦକ୍ଷେପ ପ୍ରଶଂସନୀୟ। ଧୀରେ ଧୀରେ ପର୍ଯ୍ୟଟନ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। ଓଡ଼ିଶାରେ ସାଢେ ୪୦୦ ରୁ ୫୦୦ କିମି ସୁନ୍ଦର ଉପକୂଳ ବେଳାଭୂମି ମାର୍ଗ ରହିଛି। ଏହି ବେଳାଭୂମି ମାର୍ଗ ଅର୍ଥନୀତିକୁ ପରିବର୍ତ୍ତନ କରିବାର କ୍ଷମତା ରଖୁଛି। ଭାରତ ତଥା ଓଡ଼ିଶାର ଲୋକମାନେ ଏହି ମାର୍ଗର ସବୁପ୍ରକାର ସୌନ୍ଦର୍ଯ୍ୟକୁ ଦେଖିବାର ଆବଶ୍ୟକତା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story