ପଛୁଆ ଜିଲ୍ଲାରେ ପ୍ରଭାରୀ ଅଫିସରଙ୍କୁ ଦାୟିତ୍ୱ ଦେବା ପ୍ରସଙ୍ଗ: ରାଜ୍ୟକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଛୁଆ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ତଦାରଖ ପାଇଁ କେନ୍ଦ୍ରରୁ ପ୍ରଭାରୀ ଅଫିସରଙ୍କୁ ଦାୟିତ୍ୱ ଦିଆଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “ମୁଖ୍ୟ ଶାସନ ସଚିବ ଜଣେ ବିଜ୍ଞ ଲୋକ। ସେ କାହା ଚାପରେ ଚିଠି ଲେଖିଲେ, ତାହା ଜାଣିନି। ନୀତି ଆୟୋଗ ବହୁବାର ଏ ବିଷୟରେ ତାଙ୍କ ସହିତ ଆଲୋଚନା କରିଛନ୍ତି।”

ସେ ଆହୁରି କହିଛନ୍ତି, “ଏ ବାବଦର ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ, ମୁଁ ଜାଣି ନାହିଁ। ମୁଁ ଆରୋପ ଲଗାଉ ନାହିଁ। ଏହାର ସମୀକ୍ଷା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି।”

ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଉପେକ୍ଷା କରି କହିଛନ୍ତି, “ଶ୍ରେଷ୍ଠ ପ୍ରଶାସକର ଆସନ ଅଳଂକୃତ କଲେ ହେବନି, ଦାୟିତ୍ୱ ନିଅନ୍ତୁ।”

ସେ ଆହୁରି କହିଛନ୍ତି,“ଦେଶର ୧୧୫ ପଛୁଆ ଜିଲ୍ଲା ଚିହ୍ନଟ କରି ସେହିସବୁ ଜିଲ୍ଲାରେ ବିକାଶ କାମକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିରେ ଓଡ଼ିଶାର ୮ଟି ଜିଲ୍ଲା ସାମିଲ ହୋଇଛି। କାମର ତଦାରଖ ଲାଗି ପ୍ରତି ଜିଲ୍ଲା ପାଇଁ ଅତିରିକ୍ତ ଯୁଗ୍ମ ସଚିବ ପାହ୍ୟାର ଜଣେ ଅଫିସରଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଲାଗି କେନ୍ଦ୍ର ପ୍ରସ୍ତାବ ଦେଇଥିଲା। ଏହାଛଡା ରାଜ୍ୟ ସରକାରଙ୍କ ସଚିବସ୍ତରୀୟ ନୋଡାଲ୍ ଅଫିସର ନିଯୁକ୍ତ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରିବାକୁ ନୀତି ଆୟୋଗ ପ୍ରସ୍ତାବ ଦେଇଥିଲା। ହେଲେ କେନ୍ଦ୍ରର ଏହା ଏକ ତରଫା ନିଷ୍ପତ୍ତି ବୋଲି କହି ପ୍ରଭାରୀ ଅଫିସର ବ୍ୟବସ୍ଥାକୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରିଥିଲେ ରାଜ୍ୟ ସରକାର।”

Ordigital Desk
• Published: Sunday, 07 January 2018
• Updated: 07 January 2018, 01:46 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos