କାଳିଆ ଛାତ୍ରବୃତ୍ତି ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ବୌଦ୍ଧ,(ଓଡ଼ିଶା ରିପୋର୍ଟର) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ୍ଟାମାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ କାଳିଆ ଛାତ୍ରବୃତ୍ତି ଯୋଜନା ଏକ ବାହାନା ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କାଳିଆ ଛାତ୍ରବୃତ୍ତି ଯୋଜନାର ଶୁଭାରମ୍ଭ କରି ରାଜ୍ୟର ଓବିସି ଓ ଚାଷୀ ପରିବାରର ପିଲାମାନଙ୍କୁ ଭଣ୍ଡାଇବା ପାଇଁ ବଡ଼ ସ୍ୱପ୍ନ ଦେଖାଇଛନ୍ତି  ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ଓବିସି ବର୍ଗର ପିଲାମାନଙ୍କ ପାଇଁ ଶିକ୍ଷା ଓ ଚାକିରିରେ ସ୍ଥାନ ସଂରକ୍ଷଣ ପାଇଁବ୍ୟବସ୍ଥା ରହିଥିବା ବେଳେ ଓଡିଶାରେ […]

Puri

Tapas Behera
  • Published: Sunday, 24 February 2019
  • , Updated: 24 February 2019, 03:47 PM IST

ବୌଦ୍ଧ,(ଓଡ଼ିଶା ରିପୋର୍ଟର) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ୍ଟାମାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ କାଳିଆ ଛାତ୍ରବୃତ୍ତି ଯୋଜନା ଏକ ବାହାନା ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କାଳିଆ ଛାତ୍ରବୃତ୍ତି ଯୋଜନାର ଶୁଭାରମ୍ଭ କରି ରାଜ୍ୟର ଓବିସି ଓ ଚାଷୀ ପରିବାରର ପିଲାମାନଙ୍କୁ ଭଣ୍ଡାଇବା ପାଇଁ ବଡ଼ ସ୍ୱପ୍ନ ଦେଖାଇଛନ୍ତି  ବୋଲି ସେ ଅଭିଯୋଗ କରିଛନ୍ତି।

ଏଥିସହ ଓବିସି ବର୍ଗର ପିଲାମାନଙ୍କ ପାଇଁ ଶିକ୍ଷା ଓ ଚାକିରିରେ ସ୍ଥାନ ସଂରକ୍ଷଣ ପାଇଁବ୍ୟବସ୍ଥା ରହିଥିବା ବେଳେ ଓଡିଶାରେ କାହିଁକି ଲାଗୁ ହୋଇନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି ।

 

Related story