କୋଟିଆ ଯିବେ ଧର୍ମେନ୍ଦ୍ର

କୋରାପୁଟ( ଓଡ଼ିଶା ରିପୋର୍ଟର): ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ  ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା କୋଟିଆ ଗାଁକୁ ଯାଇ ସେଠାକାର ଲୋକଙ୍କ ସହ ଆଲୋଚନା କରିବେ। ସେମାନଙ୍କ ସୁବିଧା ଏବଂ ଅସୁବିଧା ବିଷୟରେ ପଚାରି ବୁଝିବେ। ଏହାସହ କୁନ୍ଦୁଲି ଯାଇ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଗସ୍ତ ଅବସରରେ ଧର୍ମେନ୍ଦ୍ର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଆଲୋଚନା ମଧ୍ୟ କରିବେ।

Dharmendra_

Rakesh Mallick
  • Published: Monday, 09 April 2018
  • , Updated: 09 April 2018, 09:15 AM IST

କୋରାପୁଟ( ଓଡ଼ିଶା ରିପୋର୍ଟର): ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ  ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା କୋଟିଆ ଗାଁକୁ ଯାଇ ସେଠାକାର ଲୋକଙ୍କ ସହ ଆଲୋଚନା କରିବେ। ସେମାନଙ୍କ ସୁବିଧା ଏବଂ ଅସୁବିଧା ବିଷୟରେ ପଚାରି ବୁଝିବେ। ଏହାସହ କୁନ୍ଦୁଲି ଯାଇ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଗସ୍ତ ଅବସରରେ ଧର୍ମେନ୍ଦ୍ର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଆଲୋଚନା ମଧ୍ୟ କରିବେ।

https://youtu.be/-AS8fb_h1K8

Related story