ଫଟୋରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାତ୍ୟା-ବନ୍ୟା ବିଧ୍ୱସ୍ତ ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତର ଚିତ୍ର

ଏବେ ମଧ୍ୟ ସମସ୍ୟାରେ ଅଛନ୍ତି ଗଞ୍ଜାମ ଓ ଗଜପତି ଜିଲ୍ଲାର ଲୋକେ: କେନ୍ଦ୍ରମନ୍ତ୍ରୀ

ତିତ୍‌ଲି ପ୍ରଭାବରେ ଧ୍ଵସ୍ତବିଧ୍ୱସ୍ତ ଏକ ଗାଁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବାତ୍ୟା ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି ଧର୍ମେନ୍ଦ୍ର
ଗଜପତିର ଦୁର୍ଗମ ଅଞ୍ଚଳ ବାଇକ୍‌ ଯୋଗେ ବୁଲୁଛନ୍ତି କେନ୍ଦ୍ରମନ୍ତ୍ରୀ
ବାତ୍ୟା ପ୍ରଭାବିତ ଅଞ୍ଚଳର ସମୀକ୍ଷା ପାଇଁ ଗାଁକୁ ଗାଁ ବୁଲୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ
ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ସହ ଆଲୋଚନାରତ ଧର୍ମେନ୍ଦ୍ର, ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଏବଂ ଅନ୍ୟାନ୍ୟ ବିଜେପି କର୍ମୀ
ବାତ୍ୟାର ପ୍ରଭାବ ଏବଂ ଲୋକଙ୍କ ସ୍ଥିତି ବାବଦରେ ଜଣେ ଦିବ୍ୟାଙ୍ଗଙ୍କ ସହିତ ଆଲୋଚନାରତ ଧର୍ମେନ୍ଦ୍ର
କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରୁଛନ୍ତି ବାତ୍ୟା ପ୍ରଭାବିତ କିଛି ବରିଷ୍ଠ ନାଗରିକ
ଗଞ୍ଜାମ ଏବଂ ଗଜପତିର ବିଭିନ୍ନ ଅଞ୍ଚଳରେ ବାତ୍ୟା ଓ ବନ୍ୟାର ଭୟାବହତା ଆକଳନ କରୁଛନ୍ତି ଧର୍ମେନ୍ଦ୍ର
ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସମବେଦନା ଜଣାଇବା ଅବସରରେ କେନ୍ଦ୍ରମନ୍ତ୍ରୀ
ଲୋକଙ୍କ ଗୁହାରି ଶୁଣୁଛନ୍ତି କେନ୍ଦ୍ରମନ୍ତ୍ରୀ