ଚାରି ଦଫା ଦାବିରେ ଢେଙ୍କାନାଳ ବନ୍ଦ କରିଛି ବିଜେପି

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଚାରି ଦଫା ଦାବିରେ ଆଜି ବିଜେପି ପକ୍ଷରୁ ଢେଙ୍କାନାଳ ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଏହି ଡାକରା ଦିଆଯାଇଛି। ଢେଙ୍କନାଳ ସହରର ବାଜି ରାଉତ ଛକରେ ଥିବା ପୁରାତନ ଜିଲ୍ଲା ଚିକିତ୍ସାଳୟକୁ ସିଟି ହସ୍ପିଟାଲ ମାନ୍ୟତା ପ୍ରଦାନ, ନୂତନ ହସ୍ପିଟାଲରେ ଆବଶ୍ୟକ ଅନୁସାରେ ଡାକ୍ତର ଓ ନର୍ସ ନିଯୁକ୍ତି, ମେଡିକାଲ୍ ପାଖରେ ପୁଲିସ୍ ଫାଣ୍ଡି ପ୍ରତିଷ୍ଠା ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା […]

dhenkanal

dhenkanal

Jitendra Garnayak
  • Published: Tuesday, 12 February 2019
  • Updated: 12 February 2019, 10:37 AM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଚାରି ଦଫା ଦାବିରେ ଆଜି ବିଜେପି ପକ୍ଷରୁ ଢେଙ୍କାନାଳ ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଏହି ଡାକରା ଦିଆଯାଇଛି।

ଢେଙ୍କନାଳ ସହରର ବାଜି ରାଉତ ଛକରେ ଥିବା ପୁରାତନ ଜିଲ୍ଲା ଚିକିତ୍ସାଳୟକୁ ସିଟି ହସ୍ପିଟାଲ ମାନ୍ୟତା ପ୍ରଦାନ, ନୂତନ ହସ୍ପିଟାଲରେ ଆବଶ୍ୟକ ଅନୁସାରେ ଡାକ୍ତର ଓ ନର୍ସ ନିଯୁକ୍ତି, ମେଡିକାଲ୍ ପାଖରେ ପୁଲିସ୍ ଫାଣ୍ଡି ପ୍ରତିଷ୍ଠା ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ପ୍ରଚଳନ ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି।

dklଏହି ବନ୍ଦ ଡାକରା ଯୋଗୁ ଢେଙ୍କାନାଳ ସହରରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଗାଡ଼ି ଚଳାଚଳ ସହିତ ଦୋକାନବଜାର ବନ୍ଦ ରହିଛି। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିଛି। ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story