ଢେଙ୍କାନାଳ: ୧୨ ଗୋରୁ ବେପାରୀଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟ୍

ଢ଼େଙ୍କନାଳ: ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତରୁ ରେଙ୍ଗାଲି କେନାଲ ପୋଲ ନିକଟରେ ଆଜି କିଛି ଦୁର୍ବୃତ୍ତ ୧୨ଜଣ ଗୋରୁ ବେପାରୀଙ୍କଠାରୁ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏହି ଗୋରୁ ବେପାରୀମାନେ ମୟୂରଭଞ୍ଜ ଜିଲ୍ଲା ପରଜଙ୍ଗ ହାଟକୁ ଯାଉଥିବା ବେଳେ ଏକ ବୋଲେରୋ ଓ ଇଣ୍ଡିକୋରେ ୧୫ ଜଣ ଦୁର୍ବୃତ୍ତ ଆସି କାନ୍ତରୁଠାରେ ଅଟକାଇଥିଲେ । ସେମାନେ ଗୋରୁ ବେପାରୀଙ୍କୁ ଧମକଚମକ ଦେଇ ୪ଲକ୍ଷ ଟଙ୍କା ଲୁଟ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । […]

dhanala

dhanala

Rakesh Mallick
  • Published: Friday, 21 August 2015
  • Updated: 21 August 2015, 07:41 AM IST

Sports

Latest News

ଢ଼େଙ୍କନାଳ: ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତରୁ ରେଙ୍ଗାଲି କେନାଲ ପୋଲ ନିକଟରେ ଆଜି କିଛି ଦୁର୍ବୃତ୍ତ ୧୨ଜଣ ଗୋରୁ ବେପାରୀଙ୍କଠାରୁ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏହି ଗୋରୁ ବେପାରୀମାନେ ମୟୂରଭଞ୍ଜ ଜିଲ୍ଲା ପରଜଙ୍ଗ ହାଟକୁ ଯାଉଥିବା ବେଳେ ଏକ ବୋଲେରୋ ଓ ଇଣ୍ଡିକୋରେ ୧୫ ଜଣ ଦୁର୍ବୃତ୍ତ ଆସି କାନ୍ତରୁଠାରେ ଅଟକାଇଥିଲେ । ସେମାନେ ଗୋରୁ ବେପାରୀଙ୍କୁ ଧମକଚମକ ଦେଇ ୪ଲକ୍ଷ ଟଙ୍କା ଲୁଟ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଗୋରୁ ବେପାରୀ ଗୁରୁତର ଆହତ ହୋଇଛନ୍ତି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story