ଦିବାରାତ୍ର ଆନ୍ଦୋଳନରେ ଶିକ୍ଷକସଂଘ

ଭୁବନେଶ୍ୱର:  ଦିବାରାତ୍ର ଆନ୍ଦୋଳନରେ ଶିକ୍ଷକ ସଂଘ। ବିଭିନ୍ନ ଦାବି ନେଇ ପିଏମଜିରେ ଶିକ୍ଷକମାନେ ଧାରଣା ଦେଇଛନ୍ତି। ଖରା ଓ ବର୍ଷାକୁ ଖାତିର ନକରି ଶିକ୍ଷକ ମାନେ ନିଜ ଜିଦରେ ଅଟଳ ରହିଛନ୍ତି। ନିଜର ପେଟପଟଣା ତଥା ନିଜର ହକ୍ ପାଇଁ ରାଜରାସ୍ତାରେ ଶୋଇଛନ୍ତି। ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏଥିପାଇଁ ରାଜ୍ୟର ପ୍ରାୟ ୬ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହେଉଛି। ରାଜ୍ୟର ତିନୋଟି ଶିକ୍ଷକ ସଂଘ କଲମ ଛାଡ ଆନ୍ଦୋଳନ ଦେଇଥିବାରୁ ଏପରି […]

teacher

teacher

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 05:05 AM IST

Sports

Latest News

ଭୁବନେଶ୍ୱର:  ଦିବାରାତ୍ର ଆନ୍ଦୋଳନରେ ଶିକ୍ଷକ ସଂଘ। ବିଭିନ୍ନ ଦାବି ନେଇ ପିଏମଜିରେ ଶିକ୍ଷକମାନେ ଧାରଣା ଦେଇଛନ୍ତି। ଖରା ଓ ବର୍ଷାକୁ ଖାତିର ନକରି ଶିକ୍ଷକ ମାନେ ନିଜ ଜିଦରେ ଅଟଳ ରହିଛନ୍ତି। ନିଜର ପେଟପଟଣା ତଥା ନିଜର ହକ୍ ପାଇଁ ରାଜରାସ୍ତାରେ ଶୋଇଛନ୍ତି। ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏଥିପାଇଁ ରାଜ୍ୟର ପ୍ରାୟ ୬ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହେଉଛି। ରାଜ୍ୟର ତିନୋଟି ଶିକ୍ଷକ ସଂଘ କଲମ ଛାଡ ଆନ୍ଦୋଳନ ଦେଇଥିବାରୁ ଏପରି ପରିସ୍ଥିତି ଉପୁଜିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ଶିକ୍ଷକ ସଂଘ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story